Home Top News ଭାରତରେ ଏପର୍ଯ୍ୟନ୍ତ କୌଣସି ଓମିକ୍ରନ୍ ମାମଲା ନାହିଁ -ସ୍ୱାସ୍ଥ୍ୟ ମନ୍ତ୍ରୀ

ଭାରତରେ ଏପର୍ଯ୍ୟନ୍ତ କୌଣସି ଓମିକ୍ରନ୍ ମାମଲା ନାହିଁ -ସ୍ୱାସ୍ଥ୍ୟ ମନ୍ତ୍ରୀ

34

ନୂଆ ଦିଲ୍ଲୀ ୩୦-୧୧ (ଓଡ଼ିଆ ପୁଅ) ଭାରତରେ ଏପର୍ଯ୍ୟନ୍ତ ଓମିକ୍ରନ୍ କୋଭିଡ୍ -୧୯ ଭାରିଆଣ୍ଟର କୌଣସି ମାମଲା ଚିହ୍ନଟ ହୋଇନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ପ୍ରଶ୍ନୋତ୍ତର ସମୟରେ ରାଜ୍ୟସଭାରେ କହିଛନ୍ତି।

ସୂଚନାଯୋଗ୍ୟଯେ, ଓମିକ୍ରନ୍ କୋଭିଡ୍ -୧୯ ଭାରିଆଣ୍ଟର ବର୍ତ୍ତମାନ ଦୁନିଆରେ ଭୟର ବାତାବରଣ ଖେଳାଦେଇଛି। ‘ହୁ’ ମଧ୍ୟ ସାରା ବିଶ୍ବ ପାଇଁ ଘାତକ ହୋଇପାରେ ‘ଓମିକ୍ରନ୍ ବୋଲି ସତର୍କ ବାଣୀ ଶୁଣାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.