Home Coronavirus Outbreak ଓମିକ୍ରନ ସଂକ୍ରମଣ: ଆସନ୍ତାକାଲି ଠାରୁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ – ରାତି ୧୧ ଟାରୁ...

ଓମିକ୍ରନ ସଂକ୍ରମଣ: ଆସନ୍ତାକାଲି ଠାରୁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ – ରାତି ୧୧ ଟାରୁ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା

51

ନୂଆ ଦିଲ୍ଲୀ ୨୬-୧୨ (ଓଡ଼ିଆ ପୁଅ) ବଢ଼ୁଛି ଓମିକ୍ରନ ସଂକ୍ରମଣ।

ଦିଲ୍ଲୀରେ ଲାଗିଲା ନାଇଟ୍‌ କର୍ଫ୍ୟୁ।

ତେବେ ଆସନ୍ତାକାଲି ଅର୍ଥାତ୍ ସୋମବାରଠାରୁ ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେଇଛି।

ରାତି ୧୧ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.