Home Top News ରାଜ୍ୟରେ ଆଜି ରାତି ୧୦ରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ କର୍ଫ୍ୟୁ

ରାଜ୍ୟରେ ଆଜି ରାତି ୧୦ରୁ କାଲି ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ କର୍ଫ୍ୟୁ

64

ଭୁବନେଶ୍ୱର ୩୧-୧୨ (ଓଡ଼ିଆ ପୁଅ) ଆଜି ରାତି ୧୦ଟାରୁ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏହି କର୍ଫ୍ୟୁ ଆସନ୍ତାକାଲି ଭୋର ୫ଟା ଯାଏ ଲାଗୁ ହେବ। ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ନାଇଟ୍‌ କର୍ଫ୍ୟୁରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍ ଦିଆଯିବ ବୋଲି ଜଣାପଡ଼ିଛି।କରୋନା କାରଣରୁ ଏହି ନିର୍ଣ୍ଣୟ ନିଆଯାଇଛି। ଏଥିରେ ସହଯୋଗ ପାଇଁ ଲୋକଙ୍କୁ SRC ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.