Home Top News ରାଜ୍ୟରେ ଆଜି ୧୩୭୯ ନୂଆ ଆକ୍ରାନ୍ତ ୧୩୭୯ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ

ରାଜ୍ୟରେ ଆଜି ୧୩୭୯ ନୂଆ ଆକ୍ରାନ୍ତ ୧୩୭୯ ଚିହ୍ନଟ, ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ

113

ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୭୯ ନୂଆ ଆକ୍ରାନ୍ତ ୧୩୭୯ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୦୮ ଚିହ୍ନଟ ହୋଇଛିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୭୧ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ – ୨୭

୨- ବାଲେଶ୍ୱର ଜିଲ୍ଲାରୁ – ୩୩

୩- ବରଗଡ଼ ଜିଲ୍ଲାରୁ – ୬୮

୪- ଭଦ୍ରକ ଜିଲ୍ଲାରୁ – ୩୬

୫- ବଲାଙ୍ଗୀର ଜିଲ୍ଲାରୁ – ୫୪

୬- ବୌଦ୍ଦ ଜିଲ୍ଲାରୁ – ୧

୭- କଟକ ଜିଲ୍ଲାରୁ – ୫୬

୮- ଦେବଗଡ଼ ଜିଲ୍ଲାରୁ – ୪

୯- ଢେଙ୍କାନାଳ ଜିଲ୍ଲାରୁ – ୪

୧୦- ଗଜପତି ଜିଲ୍ଲାରୁ – ୩

୧୧- ଗଞ୍ଜାମ ଜିଲ୍ଲାରୁ – ୩୧

୧୨- ଜଗତସିଂହପୁର ଜିଲ୍ଲାରୁ – ୬

୧୩- ଯାଜପୁର ଜିଲ୍ଲାରୁ – ୧୯

୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୨

୧୫- କଳାହାଣ୍ଡି ଜିଲ୍ଲାରୁ – ୩୦

୧୬- କନ୍ଧମାଳ ଜିଲ୍ଲାରୁ – ୧୦

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬

୧୮- କେନ୍ଦୁଝର ଜିଲ୍ଲାରୁ – ୩୦

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୫୮

୨୦- କୋରାପୁଟ ଜିଲ୍ଲାରୁ – ୯

୨୧- ମାଲକାନଗିରି : ୪

୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୯

୨୩- ନବରଙ୍ଗପୁର ଜିଲ୍ଲାରେ: ୭୧

୨୪- ନୟାଗଡ଼ ଜିଲ୍ଲାରୁ – ୧୮

୨୫- ନୂଆପଡ଼ା ଜିଲ୍ଲାରୁ – ୯୦

୨୬- ପୁରୀ ଜିଲ୍ଲାରୁ – ୪୩

୨୭- ରାୟଗଡ଼ା ଜିଲ୍ଲାରୁ – ୨୫

୨୮- ସମ୍ବଲପୁର ଜିଲ୍ଲାରୁ – ୮୬

୨୯- ସୋନପୁର ଜିଲ୍ଲାରୁ – ୧୪

୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୧୭

୩୧- State Pool: ୩୫

– ଗତକାଲି ସୁସ୍ଥ ହୋଇଥିଲେ ୪୦୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୯୩୭୦୩୫୯

– ମୋଟ ଆକ୍ରାନ୍ତ ୩୪୯୫୬୧

– ମୋଟ ସୁସ୍ଥ ହୋଲେଣି ୩୩୯୬୦୩

– ସକ୍ରୀୟ ଆକ୍ରାନ୍ତ – ୭୯୭୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.