ଭୁବନେଶ୍ୱର ୧୧-୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୭୯ ନୂଆ ଆକ୍ରାନ୍ତ ୧୩୭୯ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୦୮ ଚିହ୍ନଟ ହୋଇଛିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୭୧ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୭
୨- ବାଲେଶ୍ୱର ଜିଲ୍ଲାରୁ – ୩୩
୩- ବରଗଡ଼ ଜିଲ୍ଲାରୁ – ୬୮
୪- ଭଦ୍ରକ ଜିଲ୍ଲାରୁ – ୩୬
୫- ବଲାଙ୍ଗୀର ଜିଲ୍ଲାରୁ – ୫୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୫୬
୮- ଦେବଗଡ଼ ଜିଲ୍ଲାରୁ – ୪
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୩୧
୧୨- ଜଗତସିଂହପୁର ଜିଲ୍ଲାରୁ – ୬
୧୩- ଯାଜପୁର ଜିଲ୍ଲାରୁ – ୧୯
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୨
୧୫- କଳାହାଣ୍ଡି ଜିଲ୍ଲାରୁ – ୩୦
୧୬- କନ୍ଧମାଳ ଜିଲ୍ଲାରୁ – ୧୦
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬
୧୮- କେନ୍ଦୁଝର ଜିଲ୍ଲାରୁ – ୩୦
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୫୮
୨୦- କୋରାପୁଟ ଜିଲ୍ଲାରୁ – ୯
୨୧- ମାଲକାନଗିରି : ୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୯
୨୩- ନବରଙ୍ଗପୁର ଜିଲ୍ଲାରେ: ୭୧
୨୪- ନୟାଗଡ଼ ଜିଲ୍ଲାରୁ – ୧୮
୨୫- ନୂଆପଡ଼ା ଜିଲ୍ଲାରୁ – ୯୦
୨୬- ପୁରୀ ଜିଲ୍ଲାରୁ – ୪୩
୨୭- ରାୟଗଡ଼ା ଜିଲ୍ଲାରୁ – ୨୫
୨୮- ସମ୍ବଲପୁର ଜିଲ୍ଲାରୁ – ୮୬
୨୯- ସୋନପୁର ଜିଲ୍ଲାରୁ – ୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୧୭
୩୧- State Pool: ୩୫
– ଗତକାଲି ସୁସ୍ଥ ହୋଇଥିଲେ ୪୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୯୩୭୦୩୫୯
– ମୋଟ ଆକ୍ରାନ୍ତ ୩୪୯୫୬୧
– ମୋଟ ସୁସ୍ଥ ହୋଲେଣି ୩୩୯୬୦୩
– ସକ୍ରୀୟ ଆକ୍ରାନ୍ତ – ୭୯୭୯