Home ଓଡ଼ିଶା BIG BREAKING: ପାଞ୍ଚ ଜୁଲାଇରେ ମୋଦୀ ସରକାର ଆଗତ କରିବେ ପୂର୍ଣ୍ଣ ବଜଟ

BIG BREAKING: ପାଞ୍ଚ ଜୁଲାଇରେ ମୋଦୀ ସରକାର ଆଗତ କରିବେ ପୂର୍ଣ୍ଣ ବଜଟ

2250

ପ୍ରଧାନମନ୍ତ୍ରୀ ମୋଦୀ ସରକାର ୫ ଜୁଲାଇରେ ପୂର୍ଣ୍ଣ ବଜଟ ଆଗତ କରିବେ। ରୟଟର୍ସ ରିପୋର୍ଟର ଖବର ଅନୁଯାୟୀ ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମନ ୫ ଜୁଲାଇରେ ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣ ବଜଟ ଆଗତ କରିବେ।

ଟ୍ୟାକ୍ସ ସ୍ଲାବ ଉପରେ ରହିବ ନଜର

ନୂଆ ଦିଲ୍ଲୀ ୩୧-୫ (ଓଡ଼ିଆ ପୁଅ) ମୋଦୀ ସରକାରଙ୍କର ପୂର୍ଣ୍ଣ ବଜଟରେ ଟ୍ୟାକ୍ସ ସ୍ଲାବ ଉପରେ ନଜର ରହିବ। ଅବଶ୍ୟ, ଅର୍ଥ ମନ୍ତ୍ରଣାଳୟ ସୂତ୍ର ମୁତାବକ ଜୁଲାଇରେ ଆଗତ ହେବାକୁ ଥିବା ପୂର୍ଣ୍ଣ ବଜଟରେ ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ। ରେବେନ୍ୟୁ କଲେକ୍ସନରେ ହ୍ରାସ ଏହାର କାରଣରୁ ହୋଇପାରେ। ବଜଟ ପରେ ଡାଇରେକ୍ଟ ଟ୍ୟାକ୍ସ ଉପରେ ଟାସ୍କ ଫୋର୍ସର ରିପୋର୍ଟ ଆସିବ। ଡାଇରେକ୍ଟ ଟ୍ୟାକ୍ସରେ ବର୍ତ୍ତମାନ ପରିବର୍ତ୍ତନ କରାଯିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.