Home Coronavirus Outbreak ରାଜ୍ୟରେ ଆଜି ୨୬୯୭ ନୂଆ କରୋନା ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୪୬୮୩୯

ରାଜ୍ୟରେ ଆଜି ୨୬୯୭ ନୂଆ କରୋନା ଆକ୍ରାନ୍ତ- ମୋଟ ଆକ୍ରାନ୍ତ ୨୪୬୮୩୯

87

ଭୁବନେଶ୍ୱର ୯-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୬୯୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତି। ମୋଟ ଆକ୍ରାନ୍ତ ୨୪୬୮୩୯ କୁ ବୃଦ୍ଧି ପାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦୋଇଛି।

– ନୂଆ କରୋନା ଆକ୍ରାନ୍ତ : ୨୬୯୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୫୭୬
– ସ୍ଥାନୀୟ ଅଞ୍ଚଳରୁ୧୧୨୧

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୦୭
୨- ବାଲେଶ୍ୱର ଜିଲ୍ଲାରୁ – ୧୧୫
୩- ବରଗଡ଼ ଜିଲ୍ଲା : ୮୬
୪- ଭଦ୍ରକ ଜିଲ୍ଲାରୁ – ୬୬
୫- ବଲାଙ୍ଗୀର ଜିଲ୍ଲାରୁ – ୬୨
୬- ବୌଦ୍ଦ ଜିଲ୍ଲାରୁ – ୩୧
୭- କଟକ ଜିଲ୍ଲାରୁ – ୨୩୪
୮- ଦେବଗଡ଼ ଜିଲ୍ଲାରୁ – ୧୫
୯- ଢେଙ୍କାନାଳ ଜିଲ୍ଲାରୁ – ୪୫
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୪୫
୧୨- ଜଗତସିଂହପୁର ଜିଲ୍ଲାରୁ – ୬୫
୧୩- ଯାଜପୁର ଜିଲ୍ଲାରୁ – ୧୧୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୭୭
୧୫- କଳାହାଣ୍ଡି ଜିଲ୍ଲାରୁ – ୪୫
୧୬- କନ୍ଧମାଳ ଜିଲ୍ଲାରୁ – ୩୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୯
୧୮- କେନ୍ଦୁଝର ଜିଲ୍ଲାରୁ – ୭୫
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୪୮୨
୨୦- କୋରାପୁଟ ଜିଲ୍ଲାରୁ – ୪୫
୨୧- ମାଲକାନଗିରି : ୪୦

୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୩୪
୨୩- ନବରଙ୍ଗପୁର ଜିଲ୍ଲାରେ: ୫୧
୨୪- ନୟାଗଡ଼ ଜିଲ୍ଲାରୁ – ୩୮
୨୫- ନୂଆପଡ଼ା ଜିଲ୍ଲାରୁ – ୧୫୩
୨୬- ପୁରୀ ଜିଲ୍ଲାରୁ – ୬୪
୨୭- ରାୟଗଡ଼ା ଜିଲ୍ଲାରୁ – ୩
୨୮- ସମ୍ବଲପୁର ଜିଲ୍ଲାରୁ – ୧୦୭
୨୯- ସୋନପୁର ଜିଲ୍ଲାରୁ – ୬୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୨୦
୩୧- State Pool: ୯୪
– ନୂଆ ସୁସ୍ଥ ହୋଇଥିଲେ୩୩୧୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୬୬୪୬୭୮
– ମୋଟ ଆକ୍ରାନ୍ତ ୨୪୬୮୩୯
– ମୋଟ ସୁସ୍ଛ ହୋଲେଣି ୨୧୬୯୮୪
ସକ୍ରୀୟ ଆକ୍ରାନ୍ତ: ୨୮୮୧୧

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.