ଭୁବନେଶ୍ୱର ୧୬-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୨୧୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୪୧୪୯କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ସୂଚାନ ଦେଇଛି।
ନୂଆ ଆକ୍ରାନ୍ତ – ୨୧୩୮
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୫୧
– ସ୍ଥାନୀୟ ଅଞ୍ଚଳରୁ୮୮୭
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୫୧
୨- ବାଲେଶ୍ୱର ଜିଲ୍ଲାରୁ – ୫୭
୩- ବରଗଡ଼ ଜିଲ୍ଲାରୁ – ୭୩
୪- ଭଦ୍ରକ ଜିଲ୍ଲାରୁ – ୪୭
୫- ବଲାଙ୍ଗୀର ଜିଲ୍ଲାରୁ – ୭୯
୬- ବୌଦ୍ଦ ଜିଲ୍ଲାରୁ – ୨୧
୭- କଟକ ଜିଲ୍ଲାରୁ – ୧୫୬
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୩୮
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୧୮
୧୨- ଜଗତସିଂହପୁର ଜିଲ୍ଲାରୁ – ୬୬
୧୩- ଯାଜପୁର ଜିଲ୍ଲାରୁ – ୭୧
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୫
୧୫- କଳାହାଣ୍ଡି ଜିଲ୍ଲାରୁ – ୫୧
୧୬- କନ୍ଧମାଳ ଜିଲ୍ଲାରୁ – ୨୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୨
୧୮- କେନ୍ଦୁଝର ଜିଲ୍ଲାରୁ – ୪୬
୧୯- ଖୋର୍ଦ୍ଧା ଜିଲ୍ଲାରୁ – ୩୬୧
୨୦- କୋରାପୁଟ ଜିଲ୍ଲାରୁ – ୩୮
୨୧- ମାଲକାନଗିରି : ୫୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୯
୨୩- ନବରଙ୍ଗପୁର ଜିଲ୍ଲାରେ: ୨୧
୨୪- ନୟାଗଡ଼ ଜିଲ୍ଲାରୁ – ୩୧
୨୫- ନୂଆପଡ଼ା ଜିଲ୍ଲାରୁ – ୪୧
୨୬- ପୁରୀ ଜିଲ୍ଲାରୁ – ୭୩
୨୭- ରାୟଗଡ଼ା ଜିଲ୍ଲାରୁ – ୨୫
୨୮- ସମ୍ବଲପୁର ଜିଲ୍ଲାରୁ – ୫୩
୨୯- ସୋନପୁର ଜିଲ୍ଲାରୁ – ୮୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୩୭
୩୧- State Pool: ୬୨
– ନୂଆ ସୁସ୍ଥ ହୋଇଥିଲେ୨୭୭୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୯୫୯୭୧୨
– ମୋଟ ଆକ୍ରାନ୍ତ ୨୬୪୧୪୯
– ମୋଟ ସୁସ୍ଛ ହୋଲେଣି ୨୩୮୫୩୫
– ସକ୍ରୀୟ ଆକ୍ରାନ୍ତ – ୨୪୪୫୭