Home Coronavirus Outbreak ରାଜ୍ୟରେ ଆଜି ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୮୧୧୦ କୁ ବୃଦ୍ଧି, ଜାଣନ୍ତୁ...

ରାଜ୍ୟରେ ଆଜି ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୮୧୧୦ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

296

ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୮୧୧୦ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ: ୬୭୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୪୪୬
– ସ୍ଥାନୀୟ ଅଞ୍ଚଳରୁ୨୨୭

– ୨୩ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୩୯

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ

୧- ଅନୁଗୁଳ ଜିଲ୍ଲାରୁ – ୪
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୫୮
୫- କଟକ ଜିଲ୍ଲାରୁ – ୩୨
୬- ଢେଙ୍କାନାଳ ଜିଲ୍ଲାରୁ – ୧୦
୭- ଗଜପତି ଜିଲ୍ଲାରୁ – ୧୫
୮- ଗଞ୍ଜାମ ଜିଲ୍ଲାରୁ – ୨୩୯
୯- ଜଗତସିଂହପୁର ଜିଲ୍ଲାରୁ – ୩୬
୧୦- ଯାଜପୁର ଜିଲ୍ଲାରୁ – ୨୮
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧୪
୧୨- କନ୍ଧମାଳ ଜିଲ୍ଲାରୁ – ୪୪
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪
୧୪- ଖୋର୍ଦ୍ଧା : ୫୮
୧୫- କେନ୍ଦୁଝର ଜିଲ୍ଲାରୁ – ୨୪
୧୬- କୋରାପୁଟ ଜିଲ୍ଲାରୁ – ୪୧
୧୭- ମାଲକାନଗିରି : ୪
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୧
୧୯- ନୟାଗଡ଼ ଜିଲ୍ଲାରୁ – ୪
୨୦- ପୁରୀ ଜିଲ୍ଲାରୁ – ୪
୨୧- ସମ୍ବଲପୁର ଜିଲ୍ଲାରୁ – ୩
୨୨- ସୋନପୁର ଜିଲ୍ଲାରୁ – ୪
୨୩- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧

– ନୂଆ ସୁସ୍ଥ ହୋଇଥିଲେ୫୧୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୩୯୩୬୦୨
– ମୋଟ ଆକ୍ରାନ୍ତ ୧୮୧୧୦
– ମୋଟ ସୁସ୍ଥ ହେଲେଣି ୧୨୪୫୨
– ସକ୍ରୀୟ ଆକ୍ରାନ୍ତ – ୫୫୩୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.