ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ରାଜ୍ୟରେ ରେକର୍ଡ଼ – ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୪୧୯୩ କୁ ବୃଦ୍ଧି ପାଇଛି।
– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୭୪
– ନୂଆ ଆକ୍ରାନ୍ତ: ୧୬୪୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୧୮
– ସ୍ଥାନୀୟ ଅଞ୍ଚଳରୁ୬୨୫
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୬
୨- ବାଲେଶ୍ୱର ଜିଲ୍ଲାରୁ – ୭୩
୩- ବରଗଡ଼ ଜିଲ୍ଲାରୁ – ୭
୪- ଭଦ୍ରକ ଜିଲ୍ଲାରୁ – ୨
୫- ବଲାଙ୍ଗୀର ଜିଲ୍ଲାରୁ – ୪୩
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୯୮
୮- ଢେଙ୍କାନାଳ ଜିଲ୍ଲାରୁ – ୩୬
୯- ଗଜପତି ଜିଲ୍ଲାରୁ – ୩୫
୧୦- ଗଞ୍ଜାମ ଜିଲ୍ଲାରୁ – ୨୭୪
୧୧- ଜଗତସିଂହପୁର ଜିଲ୍ଲାରୁ – ୨୧
୧୨- ଯାଜପୁର ଜିଲ୍ଲାରୁ – ୩୬
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୪- କଳାହାଣ୍ଡି ଜିଲ୍ଲାରୁ – ୩୦
୧୫- କନ୍ଧମାଳ ଜିଲ୍ଲାରୁ – ୫୨
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪
୧୭- କେନ୍ଦୁଝର ଜିଲ୍ଲାରୁ – ୩
୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୭୪
୧୯- କୋରାପୁଟ ଜିଲ୍ଲାରୁ – ୫୦
୨୦- ମାଲକାନଗିରି : ୨୭
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୩୯
୨୨- ନବରଙ୍ଗପୁର ଜିଲ୍ଲାରେ: ୫
୨୩- ନୟାଗଡ଼ ଜିଲ୍ଲାରୁ – ୪୦
୨୪- ନୂଆପଡ଼ା ଜିଲ୍ଲାରୁ – ୧
୨୫- ପୁରୀ ଜିଲ୍ଲାରୁ – ୯୨
୨୬- ରାୟଗଡ଼ା ଜିଲ୍ଲାରୁ – ୧୩୬
୨୭- ସମ୍ବଲପୁର ଜିଲ୍ଲାରୁ – ୧୧୨
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୮
– ନୂଆ ସୁସ୍ଥ ହୋଇଥିଲେ୧୮୧୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୩୪୦୯୦
– ମୋଟ ଆକ୍ରାନ୍ତ ୪୪୧୯୩
– ମୋଟ ସୁସ୍ଥ ହେଲେଣି ୨୮୬୯୭
– ସକ୍ରୀୟ ଆକ୍ରାନ୍ତ – ୧୫୧୮୯