Home Coronavirus Outbreak ରାଜ୍ୟରେ ଆଜି ୧୬୯୫ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୯୫୮୨ କୁ ବୃଦ୍ଧି

ରାଜ୍ୟରେ ଆଜି ୧୬୯୫ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୯୫୮୨ କୁ ବୃଦ୍ଧି

78

ଭୁବନେଶ୍ୱର ୨୪-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୯୫୮୨ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ : ୧୬୯୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୮୬
– ସ୍ଥାନୀୟ ଅଞ୍ଚଳରୁ୭୦୯
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୮୩
୨- ବାଲେଶ୍ୱର ଜିଲ୍ଲାରୁ – ୧୨୮
୩- ବରଗଡ଼ ଜିଲ୍ଲାରୁ – ୫୬
୪- ଭଦ୍ରକ ଜିଲ୍ଲାରୁ – ୩୫
୫- ବଲାଙ୍ଗୀର ଜିଲ୍ଲାରୁ – ୬୫
୬- ବୌଦ୍ଦ ଜିଲ୍ଲାରୁ – ୧୧
୭- କଟକ ଜିଲ୍ଲାରୁ – ୧୦୩
୮- ଦେବଗଡ଼ ଜିଲ୍ଲାରୁ – ୧୧
୯- ଢେଙ୍କାନାଳ ଜିଲ୍ଲାରୁ – ୨୩
୧୦- ଗଜପତି ଜିଲ୍ଲାରୁ – ୭
୧୧- ଗଞ୍ଜାମ ଜିଲ୍ଲାରୁ – ୪୫
୧୨- ଜଗତସିଂହପୁର ଜିଲ୍ଲାରୁ – ୭୭
୧୩- ଯାଜପୁର ଜିଲ୍ଲାରୁ – ୫୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୪୫
୧୫- କଳାହାଣ୍ଡି ଜିଲ୍ଲାରୁ – ୩୬
୧୬- କନ୍ଧମାଳ ଜିଲ୍ଲାରୁ – ୩୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୨
୧୮- କେନ୍ଦୁଝର ଜିଲ୍ଲାରୁ – ୭୩
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୮୩
୨୦- କୋରାପୁଟ ଜିଲ୍ଲାରୁ – ୪୫
୨୧- ମାଲକାନଗିରି : ୩୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୪୫
୨୩- ନବରଙ୍ଗପୁର ଜିଲ୍ଲାରେ: ୫୧
୨୪- ନୟାଗଡ଼ ଜିଲ୍ଲାରୁ – ୩୨
୨୫- ନୂଆପଡ଼ା ଜିଲ୍ଲାରୁ – ୯୨
୨୬- ପୁରୀ ଜିଲ୍ଲାରୁ – ୫୧
୨୭- ରାୟଗଡ଼ା ଜିଲ୍ଲାରୁ – ୧୭
୨୮- ସମ୍ବଲପୁର ଜିଲ୍ଲାରୁ – ୪୨
୨୯- ସୋନପୁର ଜିଲ୍ଲାରୁ – ୨୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୧୦
୩୧- State Pool: ୩୫
– ନୂଆ ସୁସ୍ଥ ହୋଇଥିଲେ୨୩୭୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୨୮୦୨୭୪
– ମୋଟ ଆକ୍ରାନ୍ତ ୨୭୯୫୮୨
– ମୋଟ ସୁସ୍ଥ ହେଲେଣି ୨୫୯୪୧୮
– ସକ୍ରୀୟ ଆକ୍ରାନ୍ତ – ୧୮୮୮୨

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.