Home Coronavirus Outbreak ରାଜ୍ୟରେ ଆଜି ୧୯୩୧ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୪୧୮୧ କୁ ବୃଦ୍ଧି

ରାଜ୍ୟରେ ଆଜି ୧୯୩୧ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୭୪୧୮୧ କୁ ବୃଦ୍ଧି

57

ଭୁବନେଶ୍ୱର ୨୧-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୪୧୮୧ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ : ୧୯୩୧
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୧୨୦
– ସ୍ଥାନୀୟ ଅଞ୍ଚଳରୁ୮୧୧
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୨୦
୨- ବାଲେଶ୍ୱର ଜିଲ୍ଲାରୁ – ୭୩
୩- ବରଗଡ଼ ଜିଲ୍ଲାରୁ – ୬୬
୪- ଭଦ୍ରକ ଜିଲ୍ଲାରୁ – ୬୪
୫- ବଲାଙ୍ଗୀର ଜିଲ୍ଲାରୁ – ୬୪
୬- ବୌଦ୍ଦ ଜିଲ୍ଲାରୁ – ୭
୭- କଟକ ଜିଲ୍ଲାରୁ – ୧୫୩
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୩୫
୧୦- ଗଜପତି ଜିଲ୍ଲାରୁ – ୯
୧୧- ଗଞ୍ଜାମ ଜିଲ୍ଲାରୁ – ୨୭
୧୨- ଜଗତସିଂହପୁର ଜିଲ୍ଲାରୁ – ୭୮
୧୩- ଯାଜପୁର ଜିଲ୍ଲାରୁ – ୬୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୬
୧୫- କଳାହାଣ୍ଡି ଜିଲ୍ଲାରୁ – ୪୫
୧୬- କନ୍ଧମାଳ ଜିଲ୍ଲାରୁ – ୪୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୧
୧୮- କେନ୍ଦୁଝର ଜିଲ୍ଲାରୁ – ୬୫
୧୯- ଖୋର୍ଦ୍ଧା ଜି୍ଲଲାରୁ : ୨୭୩
୨୦- କୋରାପୁଟ ଜିଲ୍ଲାରୁ – ୨୯
୨୧- ମାଲକାନଗିରି : ୩୮
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୯୯
୨୩- ନବରଙ୍ଗପୁର ଜିଲ୍ଲାରେ: ୬୨
୨୪- ନୟାଗଡ଼ ଜିଲ୍ଲାରୁ – ୨୩
୨୫- ନୂଆପଡ଼ା ଜିଲ୍ଲାରୁ – ୪୩
୨୬- ପୁରୀ ଜିଲ୍ଲାରୁ – ୭୨
୨୭- ରାୟଗଡ଼ା ଜିଲ୍ଲାରୁ – ୨୫
୨୮- ସମ୍ବଲପୁର ଜିଲ୍ଲାରୁ – ୩୭
୨୯- ସୋନପୁର ଜିଲ୍ଲାରୁ – ୩୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୧୦୪
୩୧- State Pool: ୫୧
– ନୂଆ ସୁସ୍ଥ ହୋଇଥିଲେ୨୬୨୨
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୧୫୯୩୯୪
– ମୋଟ ଆକ୍ରାନ୍ତ ୨୭୪୧୮୧
– ମୋଟ ସୁସ୍ଛ ହୋଲେଣି ୨୫୨୧୯୭
– ସକ୍ରୀୟ ଆକ୍ରାନ୍ତ – ୨୦୭୫୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.