Home Top News ସାବଧାନ୍: ମଶାଧୂପ ନେଇଗଲା ୬ ଜୀବନ !

ସାବଧାନ୍: ମଶାଧୂପ ନେଇଗଲା ୬ ଜୀବନ !

216

ନୂଆଦିଲ୍ଲୀ: ମଶାଧୂପ ଯୋଗୁଁ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ। ନୂଆଦିଲ୍ଲୀ, ଶାସ୍ତ୍ରୀ ପାର୍କ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ରାତିରେ ଶୋଇଥିବା ସମୟରେ ଏହି ପରିବାର ମଶାଧୂପ ଲଗାଇ ଥିଲେ । ସକାଳେ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଘରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା। ନିଆଁରେ ପୋଡ଼ି ହୋଇ ୨ ଜଣଙ୍କର ଓ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କର ଜୀବନ ଯାଇଛି ବୋଲି ପ୍ରାରମ୍ଭିକ ସୂଚନା ମିଳିଛି। ତେବେ, ଘଟଣାର ଅଧିକ ତଦନ୍ତ କରାଯାଉଛି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.