Home Top News ତିବ୍ଦତୀୟ ଭଉଣୀଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିଲେ ମୋହନ ଜୀ’ ଭାଗୱତ: ଦେଖନ୍ତୁ ଭିଡିଓ...

ତିବ୍ଦତୀୟ ଭଉଣୀଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିଲେ ମୋହନ ଜୀ’ ଭାଗୱତ: ଦେଖନ୍ତୁ ଭିଡିଓ ..

20

ନୂଆଦିଲ୍ଲୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ତିବ୍ଦତୀୟ ଭଉଣୀ ମାନଙ୍କ ସହିତ ରକ୍ଷା ବନ୍ଧନ ଉତ୍ସବ ପାଳିଛନ୍ତି ସଂଘ ପ୍ରମୂଖ ଡ. ମୋହନ ଜୀ’ ଭାଗବତ। ଭାରତ- ତିବ୍ଦତୀୟ ସହଯୋଗ ଆନ୍ଦୋଳନ ସହ ଜଡ଼ିତ ଭଉଣୀମାନେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ଏସ୍) ସର- ସଂଘଚାଳକ ଡ. ମୋହନ ଜୀ’ ଭାଗବତ ଏବଂ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ଜୀ’ ଯୋଶୀ (ଭାୟାଯୀ ଯୋଶୀ)ଙ୍କ ହାତରେ ରକ୍ଷା ସୂତ୍ର (ରାକ୍ଷୀ) ବାନ୍ଧିଛନ୍ତି। ଦେଖନ୍ତୁ ଭିଡିଓ –

-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.