Home Coronavirus Outbreak କେନ୍ଦୁଝର: ଏଏଚପି ପକ୍ଷରୁ ମାସ୍କ୍ ବଣ୍ଟନ

କେନ୍ଦୁଝର: ଏଏଚପି ପକ୍ଷରୁ ମାସ୍କ୍ ବଣ୍ଟନ

231

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଂଶପାଳ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ (ଏଏଚପି) ପକ୍ଷରୁ ମାଗଣା ମାସ୍କ୍ ବଣ୍ଟନ କରାଯାଇଛି। ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ କୋଲକତା- ଗୌହାଟି ଜୋନ୍ ସଭାପତି ଯତୀନ ଦାସଙ୍କ ତତ୍ତ୍ଵାବଧାନରେ ଏଏଚପି କାର୍ଯ୍ୟକର୍ତ୍ତା ମାନେ ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ସ୍ଥାନରେ ମାସ୍କ୍ ବଣ୍ଟନ କରିଛନ୍ତି। ଏହା ସହିତ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ଉପରେ ଏଏଚପି ସଂସ୍ଥାପକ ଡଃ ପ୍ରବୀଣ ତୋଗାଡ଼ି଼ଆଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିବା ବିଭିନ୍ନ ଉପାୟ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.