Home Top News ମମତା ବାନାର୍ଜୀଙ୍କ ବଡ ଘୋଷଣା: ପଶ୍ଚିମବଙ୍ଗରେ କୋଭିଡ୍-19 ଟିକା ମାଗଣାରେ ଦେବେ ପଶ୍ଚିମବଙ୍ଗ ସରକାର Top Newsଓଡ଼ିଶାଜାତୀୟରାଜନୀତି ମମତା ବାନାର୍ଜୀଙ୍କ ବଡ ଘୋଷଣା: ପଶ୍ଚିମବଙ୍ଗରେ କୋଭିଡ୍-19 ଟିକା ମାଗଣାରେ ଦେବେ ପଶ୍ଚିମବଙ୍ଗ ସରକାର By Bureau - January 10, 2021 28 Total2 0 1 0 1କୋଲକାତା ୯-୧ (ଓଡ଼ିଆ ପୁଅ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ବଡ ଘୋଷଣା। ରାଜ୍ୟରେ ମିଳିବ ମାଗଣା କୋଭିଡ ଟିକା। ସୂଚନାଯୋଗ୍ୟଯେ, ଶନିବାର ଦିନ କେନ୍ଦ୍ର ସରକାର ଘୋଷଣା କରିବା ପରେ ଭାରତର କରୋନାଭାଇରସ୍ ଟିକାକରଣ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି। Tweet Total2 0 1 0 1