Home Top News ବଡ଼ ସଡ଼କ ଦୁର୍ଘଟଣା, ୧୯ ମୃତ, ୨୪ ରୁ ଅଧିକ ଗୁରୁତର

ବଡ଼ ସଡ଼କ ଦୁର୍ଘଟଣା, ୧୯ ମୃତ, ୨୪ ରୁ ଅଧିକ ଗୁରୁତର

172

ନୂଆ ଦିଲ୍ଲୀ ୨୭ ଜୁଲାଇ (ଓଡ଼ିଆ ପୁଅ) ୟୁପିର ବାରବାଙ୍କିଠାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ରାସ୍ତାରେ ଅଟକି ରହିଥିବା ବସ୍ ସହିତ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା। ଏହି ଘଟଣା ଯୋଗୁଁ ରାସ୍ତା କଡ଼ରେ ବସିଥିବା ତଥା ବସ୍‌ରେ ଶୋଇଥିବା ୧୯ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ। ଏହି ବସ୍‌ ଟି ହରିଆଣାରୁ ବିହାର ଅଭିମୁଖେ ଯାଉଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.