Home ଓଡ଼ିଶା CBSE ଦଶମ ଶ୍ରେଣୀ ୨୦୧୯ର ପରୀକ୍ଷାଫଳ ପ୍ରକାଶିତ – ଏମାନେ ଟପର ପଢ଼ନ୍ତୁ କିଏ କେତେ...

CBSE ଦଶମ ଶ୍ରେଣୀ ୨୦୧୯ର ପରୀକ୍ଷାଫଳ ପ୍ରକାଶିତ – ଏମାନେ ଟପର ପଢ଼ନ୍ତୁ କିଏ କେତେ ନମ୍ବର ରଖିଛନ୍ତି

3844

ନୂଆ ଦିଲ୍ଲୀ ୬-୫ (ଓଡ଼ିଆ ପୁଅ) CBSE ଦଶମ ଶ୍ରେଣୀ ୨୦୧୯ର ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି

ପରୀକ୍ଷାର୍ଥୀ ନିଜର ଫଳାଫଳ cbse.nic.in ରେ ଦେଖି ପାରିବେ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମଶ୍ରେଣୀର ପରୀକ୍ଷା ୨୧ ଫେବୃଆରୀ ରୁ ୨୯ ମାର୍ଚ୍ଚ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।

ପ୍ରାୟତଃ ୧୮.୧୯ ଲକ୍ଷ ଛାତ୍ରଛାତ୍ରୀ ସିବିଏସ୍ଇ ଦଶମ ବୋର୍ଡ ପରୀକ୍ଷା ୨୦୧୯ ପାଇଁ ପଞ୍ଜିକରଣ କରିଥିଲେ।

ତେବେ ଚାଲନ୍ତୁ ଦେଖିବା କିଏ କିଏ ହେଲେ ଟପର ଏବଂ କେତେ ନମ୍ବର ରଖିଛନ୍ତି

ସିଦ୍ଧାନ୍ତ – ୪୯୯ – ଡେରାଡୁନ୍

ଦିବ୍ୟାଂଶ – ୪୯୯ – ନୋଏଡା ଜି ବି ନଗର ଉତ୍ତର ପ୍ରଦେଶ

ଯୋଗେଶ କୁମାର – ୪୯୯ – ଜୌନପୁର ଉତ୍ତର ପ୍ରଦେଶ ପ୍ରୟାଗରାଜ

ଅଙ୍କୁର ମିଶ୍ରା – ୪୯୯- ବସୁନ୍ଧରା ଗାଜିଆବାଦ, ଉତ୍ତର ପ୍ରଦେଶ

ବତ୍ସଲ – ୪୯୯ -ଡେରାଡୁନ୍, ଉ.ପ୍ର

ମାନ୍ୟା – ୪୯୯-  ଭଠିଣ୍ଡା, ପଞ୍ଚକୁଲା

ଆର୍ୟନ ଝା – ୪୯୯- ଅଜମେର

ତରୂ ଜୈନ – ୪୯୯ – ଅଜମେର

ଭାବନା ଏନ -୪୯୯- କେରଲ ତ୍ରିବେନ୍ଦ୍ରମ

ଈଶ ମଦାନ ୪୯୯- ଗାଜିଆବାଦ ଉତ୍ତର ପ୍ରଦେଶ

ଦିବାଜ କୌର-  ୪୯୯ – ହରଯାଣା, ପଞ୍ଚକୁଲା

ଅପୂର୍ବା ଜୈନ-  ୪୯୯ – ଶାସ୍ତ୍ରୀ ନଗର ଗାଜିଆବାଦ, ଉତ୍ତର ପ୍ରଦେଶ

ଶିବନାଥ – ୪୯୯-  ନୋଏଡା ଉତ୍ତର ପ୍ରଦେଶ

କଶ୍ଵୀ ଜୈନ- ୪୯୮-  ଅମ୍ବାଲା ପଞ୍ଚକୁଲା

ଅଧୀନା – ୪୯୮ – ତ୍ରିବେନ୍ଦ୍ରମ

ଆଯୁଷୀ ପୁଷ୍କର- ୪୯୮- ପ୍ରୟାଗରାଜ

ମଲ୍ଲିକା ମଣ୍ଡଲ – ୪୯୮- ଡେରାଡୁନ୍

ସାକ୍ଷୀ ସକ୍ସେନା – ୪୯୮- ପଞ୍ଚକୁଲା

ତରୁଶ ରଜାବତ -୪୯୮- ପଞ୍ଚକୁଲା

ରୋହନ ବତରା -୪୯୮- ପଞ୍ଚକୁଲା

ଦୃଷ୍ଟି ଗୁପ୍ତା -୪୯୮- ଡେରାଡୁନ୍

ପାଖୀ ବତ୍ସ -୪୯୮- ଡେରାଡୁନ୍

ନିଶିତା ସିଂହ -୪୯୮- ଡେରାଡୁନ୍

ପ୍ରଥମ କୁମାର -୪୯୮- ଡେରାଡୁନ୍

ଗୌରବ ସିଂହ -୪୯୮- ପ୍ରୟାଗରାଜ

ରାଧିକା ଗୁପ୍ତା -୪୯୮- ଡେରାଡୁନ୍

ଶିବିକା ଦୁଦାନୀ -୪୯୮- ଦିଲ୍ଲୀ

ସଲମାନ -୪୯୮- ତ୍ରିବେନ୍ଦ୍ରମ

ମନନ -୪୯୮- ଡେରାଡୁନ୍

ସ୍ତୁତି -୪୯୮- ପଞ୍ଚକୁଲା

ଅରିଂଦମ ଶର୍ମା -୪୯୮- ଗୌହାଟୀ

ଯଶସ – ୪୯୮- ଚେନ୍ନାଈ

ଗାର୍ଗୀ ଗୋୟଲ -୪୯୮- ଡେରାଡୁନ୍

ପୁଷ୍ପା ଚୌଧରୀ -୪୯୮- ଡେରାଡୁନ୍

ଜାନବୀ  – ୪୯୮- ଡେରାଡୁନ୍

ପ୍ରିୟଙ୍କା  -୪୯୮- ପଞ୍ଚକୁଲା

ସିରିଂକ୍ସ -୪୯୮- ତ୍ରିବେନ୍ଦ୍ରମ

ଈଶା ଶ୍ରୀବାସ୍ତବ -୪୯୮- ପ୍ରୟାଗରାଜ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.