ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ସାରା ବିଶ୍ବରେ ନୋଭେଲ କରୋନା ଭୂତାଣୁ (କୋଭିଡ-19) ମହାମାରୀ ବ୍ୟାପିବା କାରଣରୁ ବିଭିନ୍ନ ଔଷଧର ଉପଲବ୍ଧତା ଏବଂ ଉତ୍ପାଦନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି 27 ମାର୍ଚ୍ଚ 2020ରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ଇଆଇଏ ବିଜ୍ଞପ୍ତି 2006ରେ ଏକ ସଂଶୋଧନ କରାଯାଇଛି। ବିଭିନ୍ନ ରୋଗ ପାଇଁ ଉତ୍ପାଦନ କରାଯାଉଥିବା ଅଧିକ ଔଷଧ ଏବଂ ତତସଂକ୍ରାନ୍ତ ଉପାଦାନ ସହ ଜଡ଼ିତ ସମସ୍ତ ପ୍ରକଳ୍ପ କୁ ବର୍ତ୍ତମାନର ଏ ବର୍ଗରୁ ବଦଳାଇ ବି2ରେ ସାମିଲ କରାଯାଇଛି।
Home Coronavirus Outbreak ଅଳ୍ପ ସମୟ ମଧ୍ୟରେ ଅଧିକ ଔଷଧ ଉତ୍ପାଦନ/ଉପଲବ୍ଧତା ନିମନ୍ତେ ପରିବେଶ ପ୍ରଭାବ ଆକଳନ ବିଜ୍ଞପ୍ତି, 2006ରେ...