Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ ନୂଆ ଆକ୍ରାନ୍ତ...

ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩୪ ମୃତ

58

ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୫୮,୦୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ୧୫.୫୪% ବୃଦ୍ଧି ପାଇଛି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୧୪,୦୦୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୩,୨୧,୮୦୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୦୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୦,୧୮,୩୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୨୧୭୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୨,୫୫୧ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୧%

ଆରୋଗ୍ୟ ହୋଇଛନ୍ତି ୯୮.୦୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୭, ୭୨, ୦୮, ୮୪୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୬, ୪୩.୨୩୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮, ୩୮, ୧୭, ୨୪୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୩, ୮୮, ୬୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪ ୭୫୯୬ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୬ ୨୦୬୧୯୨୭ ୯୫ ୧୪୪୯୯
ଅରୁଣାଚଳ ପ୍ରଦେଶ ୪୫ ୫୫୦୪୮ ୨୮୨
ଆସାମ ୨୯୩୫ ୬୧୨୭୯୨ ୧୫୪ ୬୧୭୦
ବିହାର ୨୨୨୩ ୭୧୪୪୪୭ ୫୬ ୧୨୦୯୬
ଚଣ୍ଡିଗଡ଼ ୫୦୦ ୬୪୬୮୫ ୧୧ ୧୦୭୯
ଛତିଶଗଡ ୨୯୭୭ ୯୯୩୯୩୨ ୨୧ ୧୩୬୦୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦ ୧୦୬୮୭
ଦିଲ୍ଲୀ ୧୪୮୮୯ ୧୪୨୩୬୯୯ ୧୫୭୫ ୨୫୧୧୩
୧୦ ଗୋଆ ୨୭୬୩ ୧୭୬୫୦୫ ୬୭ ୩୫୨୫
୧୧ ଗୁଜୁରାଟ ୭୮୮୧ ୮୧୯୨୮୭ ୨୪୦ ୧୦୧୨୫
୧୨ ହରିୟାଣା ୪୦୫୯ ୭୬୨୭୧୭ ୨୦୧ ୧୦୦୬୬
୧୩ ହିମାଚଳ ପ୍ରଦେଶ ୮୫୯ ୨୨୪୬୭୫ ୨୨ ୩୮୭୯
୧୪ ଜାମ୍ମୁ କାଶ୍ମୀର ୧୫୪୧ ୩୩୫୯୩୦ ୧୫୬ ୪୫୩୦
୧୫ ଝାଡଖଣ୍ଡ ୭୬୮୧ ୩୪୫୧୩୫ ୨୧୬ ୫୧୪୯
୧୬ କର୍ଣ୍ଣାଟକ ୧୩୫୬୧ ୨୯୬୧୪୧୦ ୨୮୮ ୩୮୩୫୫
୧୭ କେରଳ ୨୦୮୭୭ ୫୧୮୯୧୦୦ ୨୩୬୩ ୪୮୬୩୭ ୪୫୩
୧୮ ଲଦାଖ ୨୬୫ ୨୧୮୩୬ ୧୬ ୨୨୦
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୧୦୨୯ ୭୮୩୨୦୬ ୫୧ ୧୦୫୩୪
୨୧ ମହାରାଷ୍ଟ୍ର ୭୦୦୦୫ ୬୫୧୮୯୧୬ ୪୫୫୮ ୧୪୧୫୭୩ ୨୦
୨୨ ମଣିପୁର ୨୫୭ ୧୨୩୬୧୫ ୨୦୦୬
୨୩ ମେଘାଳୟ ୯୭ ୮୩୨୯୯ ୧୪୮୫
୨୪ ମିଜୋରାମ ୨୧୬୨ ୧୩୯୯୭୬ ୧୧୨ ୫୫୩
୨୫ ନାଗାଲାଣ୍ଡ ୬୨ ୩୧୪୪୬ ୭୦୨
୨୬ ଓଡ଼ିଶା ୨୮୨୦ ୧୦୪୫୩୭୬ ୧୨୧ ୮୪୬୪
୨୭ ପୁଡୁଚେରୀ ୨୧୪ ୧୨୭୫୨୪ ୧୮୮୧
୨୮ ପଞ୍ଜାବ ୨୬୮୬ ୫୮୭୫୮୮ ୫୮ ୧୬୬୫୩
୨୯ ରାଜସ୍ଥାନ ୩୧୮୩ ୯୪୬୪୨୨ ୩୭ ୮୯୬୫
୩୦ ସିକ୍କିମ୍ ୫୭ ୩୨୦୬୪ ୪୦୯
୩୧ ତାମିଲନାଡୁ ୧୨୪୧୨ ୨୭୦୬୩୭୦ ୬୭୪ ୩୬୮୦୫
୩୨ ତେଲେଙ୍ଗାନା ୪୮୫୮ ୬୭୫୧୩୨ ୨୪୦ ୪୦୩୩
୩୩ ତ୍ରିପୁରା ୨୦୧ ୮୪୧୮୪ ୮୨୯
୩୪ ଉତ୍ତରାଖଣ୍ଡ ୬୫୪ ୩୩୭୮୮୯ ୧୭୮ ୭୪୨୦
୩୫ ଉତ୍ତରପ୍ରଦେଶ ୩୧୭୩ ୧୬୮୮୦୦୭ ୭୭ ୨୨୯୧୬
୩୬ ପଶ୍ଚିମବଙ୍ଗ ୨୫୪୭୫ ୧୬୧୯୦୧୬ ୩୭୬୮ ୧୯୮୧୦ ୧୬
ମୋଟ ୨୧୪୦୦୪ ୩୪୩୨୧୮୦୩ ୧୫୩୮୯ ୪୮୨୫୫୧ ୫୩୪

ଅନ୍ୟପଟେ, ରାଜ୍ୟରେ ଆଜି ଲମ୍ପ ମାରିଛି କରୋନା ସଂକ୍ରମଣ: ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ନୂଆ ଆକ୍ରାନ୍ତ: ୧୨୧୬
୦-୧୮ ବର୍ଷର : ୧୮୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୧୦
– ସ୍ଥାନୀୟ ଅଞ୍ଚଳରୁ୫୦୬
୧- ଅନୁଗୁଳ ଜିଲ୍ଲାରୁ – ୬
୨- ବାଲେଶ୍ୱର ଜିଲ୍ଲାରୁ – ୨
୩- ବରଗଡ଼ ଜିଲ୍ଲାରୁ – ୨୧
୪- ଭଦ୍ରକ ଜିଲ୍ଲାରୁ – ୬
୫- ବଲାଙ୍ଗୀର ଜିଲ୍ଲାରୁ – ୧୪
୬- ବୌଦ୍ଦ ଜିଲ୍ଲାରୁ – ୧
୭- କଟକ ଜିଲ୍ଲାରୁ – ୮୦
୮- ଦେବଗଡ଼ ଜିଲ୍ଲାରୁ – ୮
୯- ଢେଙ୍କାନାଳ ଜିଲ୍ଲାରୁ – ୪
୧୦- ଗଜପତି ଜିଲ୍ଲାରୁ – ୧
୧୧- ଗଞ୍ଜାମ ଜିଲ୍ଲାରୁ – ୯
୧୨- ଜଗତସିଂହପୁର ଜିଲ୍ଲାରୁ – ୧୩
୧୩- ଯାଜପୁର ଜିଲ୍ଲାରୁ – ୪୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୩
୧୫- କଳାହାଣ୍ଡି ଜିଲ୍ଲାରୁ – ୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯
୧୭- କେନ୍ଦୁଝର ଜିଲ୍ଲାରୁ – ୨୫
୧୮- ଖୋର୍ଦ୍ଧାରୁ: ୪୫୬
୧୯- କୋରାପୁଟ ଜିଲ୍ଲାରୁ – ୩
୨୦- ମୟୁରଭଞ୍ଜ ଜିଲ୍ଲାରୁ – ୪୦
୨୧- ନବରଙ୍ଗପୁର ଜିଲ୍ଲାରେ: ୧୩
୨୨- ନୟାଗଡ଼ ଜିଲ୍ଲାରୁ – ୩
୨୩- ନୂଆପଡ଼ା ଜିଲ୍ଲାରୁ – ୨
୨୪- ପୁରୀ ଜିଲ୍ଲାରୁ – ୩୦
୨୫- ରାୟଗଡ଼ା ଜିଲ୍ଲାରୁ – ୮
୨୬- ସମ୍ବଲପୁର ଜିଲ୍ଲାରୁ – ୯୯
୨୭- ସୋନପୁର ଜିଲ୍ଲାରୁ – ୩
୨୮- ସୁନ୍ଦରଗଡ଼ ଜିଲ୍ଲାରୁ – ୧୬୬
୨୯- State Pool: ୧୧୦
– ନୂଆ ସୁସ୍ଥ ହୋଇଥିଲେ୧୨୧
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୮୨୧୬୯୭
– ମୋଟ ଆକ୍ରାନ୍ତ ୧୦୫୭୮୭୬
– ମୋଟ ସୁସ୍ଛ ହୋଲେଣି ୧୦୪୫୩୭୬
– ସକ୍ରୀୟ ଆକ୍ରାନ୍ତ – ୩୯୮୧

ଦେଶରେ ଓମିକ୍ରନ୍ ମାମଲା ୨୧୩୫ କୁ ବୃଦ୍ଧି ପାଇଛି। କିନ୍ତୁ ଭଲ ଖବର ଏହାଯେ, ଏପର୍ଯ୍ୟନ୍ତ ୮୨୮ ଜଣ ଲୋକ ସୁସ୍ଥ ହୋଇଛନ୍ତି।

ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଣାଳୟ ଏହି ସୂଚନା ଦେଇଛି।
ମହାରାଷ୍ଟ୍ର ରେ ସର୍ବାଧିକ ୬୫୩ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୨୫୯ ଜଣ।

ଦିଲ୍ଲୀ ରେ ୪୬୪ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୫୭ ଜଣ।

ଓଡ଼ିଶାରେ ୩୭ ଓମିକ୍ରନ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪ ଜଣ।

ଅନ୍ୟପଟେ ଜଣେ ଓମିକ୍ରନ୍‌ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଖବର ମଧ୍ୟ ଆସିଛି। ଯାହାକି ଦେଶର ଏହା ଓମିକ୍ରନ କାରଣରୁ ପ୍ରଥମ ମୃତ୍ୟୁ। ଏହା ମହାରାଷ୍ଟ୍ରରୁ ଆସିଛି।

ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

କ୍ର.ସଂ ରାଜ୍ୟ ସଂକ୍ରମିତ ସୁସ୍ଥ
ମହାରାଷ୍ଟ୍ର ୬୫୩ ୨୫୯
ଦିଲ୍ଲୀ ୪୬୪ ୫୭
କେରଳ ୧୮୫ ୫୮
ରାଜସ୍ଥାନ ୧୭୪ ୮୮
ଗୁଜୁରାଟ ୧୫୪ ୯୬
ତାମିଲନାଡୁ ୧୨୧ ୧୦୮
ତେଲେଙ୍ଗାନା ୮୪ ୩୨
କର୍ଣ୍ଣାଟକ ୭୭ ୨୫
ହରିୟାଣା ୭୧ ୫୯
୧୦ ଓଡ଼ିଶା ୩୭
୧୧ ଉତ୍ତରପ୍ରଦେଶ ୩୧
୧୨ ଆନ୍ଧ୍ରପ୍ରଦେଶ ୨୪
୧୩ ପଶ୍ଚିମବଙ୍ଗ ୨୦
୧୪ ମଧ୍ୟପ୍ରଦେଶ
୧୫ ଉତ୍ତରାଖଣ୍ଡ
୧୬ ଗୋଆ
୧୭ ମେଘାଳୟ
୧୮ ଚଣ୍ଡିଗଡ଼
୧୯ ଜାମ୍ମୁ କାଶ୍ମୀର
୨୦ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ
୨୧ ପଞ୍ଜାବ
୨୨ ହିମାଚଳ ପ୍ରଦେଶ
୨୩ ଲଦାଖ
୨୪ ମଣିପୁର
ମୋଟ ୨୧୩୫ ୮୨୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.