Home Coronavirus Outbreak ଦେଶରେ ଆଜି ୪୦ ହଜାର ତଳେ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୭,...

ଦେଶରେ ଆଜି ୪୦ ହଜାର ତଳେ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୭, ୫୬୬ ନୂଆ କରୋନା ସଂକ୍ରମଣ, ୯୦୭ ମୃତ୍ୟୁ

68

ନୂଆଦିଲ୍ଲୀ ୨୯ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୭, ୫୬୬ ନୂଆ କରୋନା ସଂକ୍ରମଣ ହୋଇଥିବା ବେଳେ ଭାରତର ସକ୍ରିୟ ମାମଲା ୫, ୫୨, ୬୫୯ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୬.୮୭% କୁ ବୃଦ୍ଧି ପାଇଛି।

କ୍ରମାଗତ ୪୭ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ମାମଲା ତୁଳନାରେ ଅଧିକ।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୩, ୧୬, ୮୯୭ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୦, ୩୩୫ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୬, ୯୯୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୯୦୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୭, ୬୩୭ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୫୨, ୬୫୯ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୩, ୬୬, ୬୦୧ ଜଣ।

ସକ୍ରୀୟ ଆକ୍ରାନ୍ତ ୧.୮୨%

ଆରୋଗ୍ୟ ହୋଇଛନ୍ତି ୯୬.୮୭%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୭୪% ରେ ଅଛି।

କ୍ରମାଗତ ୨୨ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୧୨%, ୫% ରୁ କମ୍।

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୨, ୯୦, ୨୯, ୫୧୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୨, ୭୬, ୪୫୭ ଟି।

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୦, ୮୧, ୩୯, ୨୮୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୬୮, ୦୦୮ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୪୮ ୭୨୮୬ ୨୦ ୧୨୮
ଆନ୍ଧ୍ରପ୍ରଦେଶ ୪୨୨୫୨ ୧୮୨୭୨୧୪ ୪୭୧୪ ୧୨୬୩୦ ୩୧
ଅରୁଣାଚଳ ପ୍ରଦେଶ ୨୫୭୭ ୩୨୪୮୩ ୨୧୩ ୧୬୭
ଆସାମ ୨୬୩୯୦ ୪୭୨୪୬୧ ୩୩୯୪ ୪୪୮୨ ୪୨
ବିହାର ୧୯୭୩ ୭୦୯୯୦୮ ୩୩୦ ୯୫୮୩
ଚଣ୍ଡିଗଡ଼ ୧୮୧ ୬୦୬୪୪ ୩୦ ୮୦୭
ଛତିଶଗଡ ୬୨୦୮ ୯୭୪୦୪୯ ୭୮୭ ୧୩୪୩୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୨ ୧୦୫୦୧ ୧୧
ଦିଲ୍ଲୀ ୧୫୫୩ ୧୪୦୭୪୭୩ ୭୨ ୨୪୯୬୭
୧୦ ଗୋଆ ୨୩୧୬ ୧୬୦୮୭୪ ୩୨୬ ୩୦୪୬
୧୧ ଗୁଜୁରାଟ ୩୪୬୫ ୮୦୯୮୨୧ ୩୧୫ ୧୦୦୫୪
୧୨ ହରିୟାଣା ୧୫୯୩ ୭୫୭୪୮୦ ୧୭୨ ୯୪୦୧ ୧୬
୧୩ ହିମାଚଳ ପ୍ରଦେଶ ୧୬୯୧ ୧୯୬୬୪୬ ୨୦୮ ୩୪୭୬
୧୪ ଜାମ୍ମୁ କାଶ୍ମୀର ୪୯୯୬ ୩୦୫୬୮୪ ୫୪୯ ୪୩୧୦
୧୫ ଝାଡଖଣ୍ଡ ୧୦୦୫ ୩୩୯୩୧୪ ୧୧୫ ୫୧୧୧
୧୬ କର୍ଣ୍ଣାଟକ ୯୭୬୧୫ ୨୭୦୪୭୫୫ ୫୯୩୩ ୩୪୮୩୬ ୯୩
୧୭ କେରଳ ୯୬୪୭୨ ୨୭୮୭୪୯୬ ୧୧୫୨୯ ୧୨୯୮୯ ୧୧୦
୧୮ ଲଦାଖ ୩୦୮ ୧୯୫୧୨ ୩୧ ୨୦୨
୧୯ ଲକ୍ଷଦୀପ ୨୯୫ ୯୩୭୨ ୩୫ ୪୮
୨୦ ମଧ୍ୟପ୍ରଦେଶ ୬୯୬ ୭୮୦୧୦୧ ୧୩୮ ୮୯୩୬ ୧୯
୨୧ ମହାରାଷ୍ଟ୍ର ୧୨୧୦୫୦ ୫୮୦୦୯୨୫ ୧୦୮୧୨ ୧୨୧୫୭୩ ୨୮୭
୨୨ ମଣିପୁର ୫୬୪୨ ୬୧୬୪୬ ୬୦୮ ୧୧୩୦
୨୩ ମେଘାଳୟ ୪୩୭୮ ୪୩୫୭୮ ୫୦୮ ୮୨୭
୨୪ ମିଜୋରାମ ୪୪୩୨ ୧୫୨୯୫ ୨୫୫ ୯୨
୨୫ ନାଗାଲାଣ୍ଡ ୧୩୯୭ ୨୩୧୨୭ ୧୭୬ ୪୯୩
୨୬ ଓଡ଼ିଶା ୨୯୦୭୨ ୮୭୦୭୮୭ ୩୩୮୫ ୩୯୩୦ ୪୩
୨୭ ପୁଡୁଚେରୀ ୨୪୭୯ ୧୧୨୫୬୫ ୩୩୬ ୧୭୪୫
୨୮ ପଞ୍ଜାବ ୩୬୩୯ ୫୭୫୪୮୬ ୬୧୪ ୧୬୦୧୧ ୨୦
୨୯ ରାଜସ୍ଥାନ ୧୫୯୩ ୯୪୧୬୯୨ ୨୧୦ ୮୯୧୬
୩୦ ସିକ୍କିମ୍ ୨୦୨୭ ୧୭୮୫୧ ୧୭୮ ୩୦୪
୩୧ ତାମିଲନାଡୁ ୪୦୯୫୪ ୨୩୯୭୩୩୬ ୬୫୫୩ ୩୨୩୮୮ ୯୮
୩୨ ତେଲେଙ୍ଗାନା ୧୩୮୬୯ ୬୦୪୦୯୩ ୧୪୧୭ ୩୬୪୪
୩୩ ତ୍ରିପୁରା ୩୫୩୧ ୬୧୧୩୩ ୪୩୯ ୬୭୫
୩୪ ଉତ୍ତରାଖଣ୍ଡ ୨୨୯୪ ୩୩୦୩୫୩ ୨୮୭ ୭୦୯୨
୩୫ ଉତ୍ତରପ୍ରଦେଶ ୩୦୪୬ ୧୬୮୦୧୭୪ ୨୬୧ ୨୨୫୫୯ ୪୧
୩୬ ପଶ୍ଚିମବଙ୍ଗ ୨୧୫୮୦ ୧୪୫୭୪୮୬ ୨୦୩୩ ୧୭୬୪୪ ୩୨
ମୋଟ ୫୫୨୬୫୯ ୨୯୩୬୬୬୦୧ ୫୬୯୯୪ ୩୯୭୬୩୭ ୯୦୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.