Home Coronavirus Outbreak ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୦୪୦ ନୂଆ...

ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୦୪୦ ନୂଆ କରୋନା ସଂକ୍ରମଣ, ୧,୨୫୮ ମୃତ୍ୟୁ

67

ନୂଆଦିଲ୍ଲୀ ୨୭ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୦୪୦ ନୂଆ କରୋନା ସଂକ୍ରମଣ ହୋଇଥିବା ଭାରତର ସକ୍ରିୟ ମାମଲା ୫, ୮୬, ୪୦୩ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୬.୭୫% କୁ ବୃଦ୍ଧି ପାଇଛି।

କ୍ରମାଗତ ୪୫ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ମାମଲା ତୁଳନାରେ ଅଧିକ।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୯୧% ରେ ଅଛି।

କ୍ରମାଗତ ୨୦ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୮୨%, ୫% ରୁ କମ୍।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୨, ୩୩, ୧୮୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯,୧୬୨ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୫୭, ୯୪୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧,୨୫୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୫, ୭୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୮୬, ୪୦୩ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୨, ୫୧, ୦୨୯ ଜଣ।

ସକ୍ରୀୟ ଆକ୍ରାନ୍ତ ୧.୯୪%

ଆରୋଗ୍ୟ ହୋଇଛନ୍ତି ୯୬.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୨, ୧୭, ୬୦, ୦୭୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୪, ୨୫, ୮୯୩ ଟି।

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୦, ୪୨, ୬୫, ୧୦୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୭୭, ୩୦୯ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୪ ୭୨୬୫ ୨୦ ୧୨୭
ଆନ୍ଧ୍ରପ୍ରଦେଶ ୪୬୧୨୬ ୧୮୧୬୯୩୦ ୫୭୭୩ ୧୨୫୬୬ ୩୮
ଅରୁଣାଚଳ ପ୍ରଦେଶ ୨୫୪୬ ୩୨୦୫୪ ୨୬୨ ୧୬୭
ଆସାମ ୨୮୯୧୨ ୪୬୫୮୦୬ ୩୪୯୯ ୪୪୦୩ ୩୩
ବିହାର ୨୨୫୦ ୭୦୯୨୮୬ ୩୩୫ ୯୫୭୮
ଚଣ୍ଡିଗଡ଼ ୨୨୦ ୬୦୫୭୭ ୪୪ ୮୦୭
ଛତିଶଗଡ ୬୭୨୦ ୯୭୨୮୯୮ ୫୨୬ ୧୩୪୨୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୫ ୧୦୪୮୫ ୧୧
ଦିଲ୍ଲୀ ୧୫୯୮ ୧୪୦୭୧୧୬ ୧୫୮ ୨୪୯୬୧
୧୦ ଗୋଆ ୨୬୦୪ ୧୬୦୨୪୭ ୨୯୩ ୩୦୩୨
୧୧ ଗୁଜୁରାଟ ୩୮୮୩ ୮୦୯୨୦୧ ୩୫୨ ୧୦୦୪୮
୧୨ ହରିୟାଣା ୧୮୦୪ ୭୫୭୦୯୧ ୨୨୭ ୯୩୬୮ ୧୭
୧୩ ହିମାଚଳ ପ୍ରଦେଶ ୧୮୮୫ ୧୯୬୧୯୧ ୨୪୯ ୩୪୭୧
୧୪ ଜାମ୍ମୁ କାଶ୍ମୀର ୫୬୩୦ ୩୦୪୩୯୦ ୮୬୪ ୪୨୯୬
୧୫ ଝାଡଖଣ୍ଡ ୧୧୧୩ ୩୩୯୦୩୬ ୧୬୬ ୫୧୧୦
୧୬ କର୍ଣ୍ଣାଟକ ୧୦୫୨୪୯ ୨୬୯୧୧୨୩ ୬୧୨୬ ୩୪୬୫୪ ୧୧୫
୧୭ କେରଳ ୧୦୧୫୫୬ ୨୭୬୩୬୧୬ ୧୧୧୨୪ ୧୨୮୧୭ ୧୧୮
୧୮ ଲଦାଖ ୨୮୧ ୧୯୪୫୮ ୩୩ ୨୦୨
୧୯ ଲକ୍ଷଦୀପ ୨୯୮ ୯୩୧୩ ୪୨ ୪୮
୨୦ ମଧ୍ୟପ୍ରଦେଶ ୯୨୭ ୭୭୯୮୩୪ ୨୦୪ ୮୮୯୬ ୨୫
୨୧ ମହାରାଷ୍ଟ୍ର ୧୨୪୪୧୫ ୫୭୮୧୫୫୧ ୮୭୫୨ ୧୨୦୮୮୧ ୫୧୧
୨୨ ମଣିପୁର ୫୬୮୦ ୬୦୫୨୯ ୫୩୪ ୧୧୦୮ ୧୫
୨୩ ମେଘାଳୟ ୪୬୬୮ ୪୨୫୦୦ ୪୯୯ ୮୧୭
୨୪ ମିଜୋରାମ ୪୩୭୦ ୧୪୮୬୩ ୩୦୯ ୯୧
୨୫ ନାଗାଲାଣ୍ଡ ୧୪୮୭ ୨୨୮୭୬ ୧୦୬ ୪୮୭
୨୬ ଓଡ଼ିଶା ୨୯୩୯୦ ୮୬୩୮୨୪ ୩୬୮୨ ୩୮୪୮ ୪୭
୨୭ ପୁଡୁଚେରୀ ୨୭୭୫ ୧୧୧୮୯୮ ୪୨୧ ୧୭୪୧
୨୮ ପଞ୍ଜାବ ୪୩୭୬ ୫୭୪୨୩୧ ୭୪୦ ୧୫୯୭୯ ୨୩
୨୯ ରାଜସ୍ଥାନ ୧୮୩୯ ୯୪୧୨୧୮ ୧୭୦ ୮୯୧୦
୩୦ ସିକ୍କିମ୍ ୨୧୭୦ ୧୭୪୭୦ ୨୧୩ ୩୦୧
୩୧ ତାମିଲନାଡୁ ୪୪୯୨୪ ୨୩୮୩୬୨୪ ୭୬୬୧ ୩୨୧୯୯ ୧୪୮
୩୨ ତେଲେଙ୍ଗାନା ୧୫୦୫୪ ୬୦୧୧୮୪ ୧୪୮୯ ୩୬୨୭
୩୩ ତ୍ରିପୁରା ୩୭୪୮ ୬୦୨୨୮ ୪୬୦ ୬୬୮
୩୪ ଉତ୍ତରାଖଣ୍ଡ ୨୫୧୦ ୩୨୯୯୪୧ ୨୭୮ ୭୦୮୬
୩୫ ଉତ୍ତରପ୍ରଦେଶ ୩୧୯୭ ୧୬୭୯୭୪୪ ୩୨୮ ୨୨୪୪୩ ୬୨
୩୬ ପଶ୍ଚିମବଙ୍ଗ ୨୨୦୯୯ ୧୪୫୩୪୩୧ ୧୯୯୪ ୧୭୫୮୩ ୩୨
ମୋଟ ୫୮୬୪୦୩ ୨୯୨୫୧୦୨୯ ୫୭୯୪୪ ୩୯୫୭୫୧ ୧୨୫୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.