Home Coronavirus Outbreak ୮୬ ଦିନ ପରେ ୬ ଲକ୍ଷରୁ କମ୍ ସକ୍ରୀୟ ଆକ୍ରାନ୍ତ – ଦେଶରେ ଆଜି କମିଲା...

୮୬ ଦିନ ପରେ ୬ ଲକ୍ଷରୁ କମ୍ ସକ୍ରୀୟ ଆକ୍ରାନ୍ତ – ଦେଶରେ ଆଜି କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮, ୬୯୮ ନୂଆ କରୋନା ସଂକ୍ରମଣ, ୧, ୧୮୩ ମୃତ୍ୟୁ

65

ନୂଆଦିଲ୍ଲୀ ୨୬ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୮, ୬୯୮ ନୂଆ କରୋନା ସଂକ୍ରମଣ ହୋଇଥିବା ଭାରତର
ସକ୍ରିୟ ମାମଲା ୫, ୯୫, ୫୬୫ କୁ ହ୍ରାସ ପାଇଛି।

ଆରୋଗ୍ୟ ହାର ୯୬.୭୨% କୁ ବୃଦ୍ଧି ପାଇଛି।

୮୬ ଦିନ ପରେ ୬ ଲକ୍ଷରୁ କମ୍ ସକ୍ରିୟ ଆକ୍ରାନ୍ତ।

କ୍ରମାଗତ ୪୪ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈନିକ ନୂତନ ମାମଲା ତୁଳନାରେ ଅଧିକ।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୯୭% ରେ ଅଛି।

କ୍ରମାଗତ ୧୯ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୨.୭୯%, ୫% ରୁ କମ୍।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩, ୦୧, ୮୩, ୧୪୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୭, ୩୦୩ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୬୪, ୮୧୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୧୮୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୪, ୪୯୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୫, ୯୫, ୫୬୫ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୯୧, ୯୩, ୦୮୫ ଜଣ।

ସକ୍ରୀୟ ଆକ୍ରାନ୍ତ ୧.୯୭%

ଆରୋଗ୍ୟ ହୋଇଛନ୍ତି ୯୬.୭୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୩୧, ୫୦, ୪୫, ୯୨୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୧, ୧୯, ୧୬୯ ଟି।

ପରୀକ୍ଷଣ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଛି – ସମୁଦାୟ ୪୦.୧୮ ପରୀକ୍ଷଣ କରାଯାଇଛି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୬୯ ୭୨୪୫ ୩୧ ୧୨୭
ଆନ୍ଧ୍ରପ୍ରଦେଶ ୪୭୭୯୦ ୧୮୧୧୧୫୭ ୬୩୧୩ ୧୨୫୨୮ ୩୮
ଅରୁଣାଚଳ ପ୍ରଦେଶ ୨୫୨୩ ୩୧୭୯୨ ୩୦୫ ୧୬୫
ଆସାମ ୨୯୮୦୪ ୪୬୨୩୦୭ ୩୯୭୭ ୪୩୭୦ ୨୬
ବିହାର ୨୩୯୭ ୭୦୮୯୫୧ ୩୬୫ ୯୫୭୬
ଚଣ୍ଡିଗଡ଼ ୨୪୧ ୬୦୫୩୩ ୪୫ ୮୦୭
ଛତିଶଗଡ ୬୮୮୯ ୯୭୨୩୭୨ ୭୧୦ ୧୩୪୨୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୫୨ ୧୦୪୭୪ ୧୧
ଦିଲ୍ଲୀ ୧୬୮୦ ୧୪୦୬୯୫୮ ୧୯୮ ୨୪୯୫୨
୧୦ ଗୋଆ ୨୬୬୭ ୧୫୯୯୫୪ ୨୭୭ ୩୦୨୭
୧୧ ଗୁଜୁରାଟ ୪୧୧୬ ୮୦୮୮୪୯ ୪୩୧ ୧୦୦୪୫
୧୨ ହରିୟାଣା ୧୯୨୭ ୭୫୬୮୬୪ ୧୮୫ ୯୩୫୧ ୧୮
୧୩ ହିମାଚଳ ପ୍ରଦେଶ ୧୯୫୬ ୧୯୫୯୪୨ ୩୧୮ ୩୪୬୫
୧୪ ଜାମ୍ମୁ କାଶ୍ମୀର ୬୧୫୭ ୩୦୩୫୨୬ ୮୭୧ ୪୨୯୧
୧୫ ଝାଡଖଣ୍ଡ ୧୧୮୪ ୩୩୮୮୭୦ ୧୭୨ ୫୧୦୭
୧୬ କର୍ଣ୍ଣାଟକ ୧୦୭୨୧୮ ୨୬୮୪୯୯୭ ୬୫୨୪ ୩୪୫୩୯ ୧୧୪
୧୭ କେରଳ ୧୦୦୬୮୦ ୨୭୫୨୪୯୨ ୧୧୦୫୬ ୧୨୬୯୯ ୧୧୮
୧୮ ଲଦାଖ ୨୯୩ ୧୯୪୨୫ ୩୮ ୨୦୨
୧୯ ଲକ୍ଷଦୀପ ୩୧୩ ୯୨୭୧ ୩୯ ୪୮
୨୦ ମଧ୍ୟପ୍ରଦେଶ ୧୧୧୦ ୭୭୯୬୩୦ ୧୯୮ ୮୮୭୧ ୨୨
୨୧ ମହାରାଷ୍ଟ୍ର ୧୨୩୮୬୬ ୫୭୭୨୭୯୯ ୧୦୧୩୮ ୧୨୦୩୭୦ ୫୧୧
୨୨ ମଣିପୁର ୫୬୬୮ ୫୯୯୯୫ ୪୦୮୩ ୧୦୯୩
୨୩ ମେଘାଳୟ ୪୬୬୫ ୪୨୦୦୧ ୩୫୪ ୮୧୪
୨୪ ମିଜୋରାମ ୪୪୪୮ ୧୪୫୫୪ ୨୩୮ ୮୯
୨୫ ନାଗାଲାଣ୍ଡ ୧୫୦୮ ୨୨୭୭୦ ୧୨୯ ୪୮୧
୨୬ ଓଡ଼ିଶା ୨୯୫୬୫ ୮୬୦୧୪୨ ୩୬୪୪ ୩୮୦୧ ୪୦
୨୭ ପୁଡୁଚେରୀ ୨୯୭୦ ୧୧୧୪୭୭ ୩୬୩ ୧୭୩୯
୨୮ ପଞ୍ଜାବ ୪୮୩୨ ୫୭୩୪୯୧ ୭୬୮ ୧୫୯୫୬ ୧୨
୨୯ ରାଜସ୍ଥାନ ୧୮୭୩ ୯୪୧୦୪୮ ୨୭୭ ୮୯୦୫
୩୦ ସିକ୍କିମ୍ ୨୨୫୫ ୧୭୨୫୭ ୧୫୬ ୨୯୯
୩୧ ତାମିଲନାଡୁ ୪୭୩୧୮ ୨୩୭୫୯୬୩ ୮୧୩୨ ୩୨୦୫୧ ୧୫୦
୩୨ ତେଲେଙ୍ଗାନା ୧୫୫୨୪ ୫୯୯୬୯୫ ୧୫୫୬ ୩୬୧୮ ୧୧
୩୩ ତ୍ରିପୁରା ୩୭୨୬ ୫୯୭୬୮ ୩୯୦ ୬୬୫
୩୪ ଉତ୍ତରାଖଣ୍ଡ ୨୬୨୭ ୩୨୯୬୬୩ ୨୩୧ ୭୦୮୩
୩୫ ଉତ୍ତରପ୍ରଦେଶ ୩୪୨୩ ୧୬୭୯୪୧୬ ୩୨୦ ୨୨୩୮୧ ୧୫
୩୬ ପଶ୍ଚିମବଙ୍ଗ ୨୨୨୩୧ ୧୪୫୧୪୩୭ ୧୯୭୫ ୧୭୫୫୧ ୩୫
ମୋଟ ୫୯୫୫୬୫ ୨୯୧୯୩୦୮୫ ୬୪୮୧୮ ୩୯୪୪୯୩ ୧୧୮୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.