Home Coronavirus Outbreak ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୮୪୮ ନୂଆ କରୋନା ସଂକ୍ରମଣ, ୧୩୫୮ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୮୪୮ ନୂଆ କରୋନା ସଂକ୍ରମଣ, ୧୩୫୮ ମୃତ୍ୟୁ

61

ନୂଆଦିଲ୍ଲୀ ୨୩ ଜୁନ୍ (ଓଡିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୦, ୮୪୮ ନୂଆ କରୋନା ସଂକ୍ରମଣ ହୋଇଥିବା ଭାରତର ସକ୍ରିୟ ମାମଲା ୬, ୪୩, ୧୯୪ କୁ ହ୍ରାସ ପାଇଛି; ୮୨ ଦିନର ସବୁଠାରୁ କମ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା।

ଆରୋଗ୍ୟ ହାର ୯୬.୫୬% କୁ ବୃଦ୍ଧି ପାଇଛି। କ୍ରମାଗତ ୧୬ ଦିନ ପାଇଁ ଦୈନିକ ପଜିଟିଭିଟି ହାର ୨.୬୭%, ୫% ରୁ କମ୍ ଅଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୦,୨୮,୭୦୯ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୦,୮୪୮ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୬୮, ୮୧୭ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୩୫୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୯୦, ୬୬୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୬, ୪୩, ୧୯୪ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୯, ୯୪, ୮୫୫ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୧୪%%

ଆରୋଗ୍ୟ ହୋଇଛନ୍ତି ୯୬.୫୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୯, ୪୬, ୩୯, ୫୧୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୪, ୨୪, ୩୭୪ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୯, ୫୯, ୭୩, ୧୯୮ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୯, ୦୧, ୦୫୬ ଟି।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୩ ୭୧୯୫ ୧୨୭
ଆନ୍ଧ୍ରପ୍ରଦେଶ ୫୩୮୮୦ ୧୭୯୧୦୫୬ ୮୩୭୬ ୧୨୪୧୬ ୫୩
ଅରୁଣାଚଳ ପ୍ରଦେଶ ୨୫୪୮ ୩୦୯୫୬ ୨୭୯ ୧୬୦
ଆସାମ ୩୨୯୭୫ ୪୫୦୯୨୪ ୨୪୮୨ ୪୨୮୦ ୩୭
ବିହାର ୨୮୧୧ ୭୦୭୮୩୩ ୪୬୮ ୯୫୬୩
ଚଣ୍ଡିଗଡ଼ ୨୭୮ ୬୦୩୮୩ ୫୬ ୮୦୬
ଛତିଶଗଡ ୮୦୦୭ ୯୭୦୨୪୪ ୧୦୩୨ ୧୩୪୦୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୬୧ ୧୦୪୫୫
ଦିଲ୍ଲୀ ୧୯୧୮ ୧୪୦୫୯୨୭ ୪୬୭ ୨୪୯୩୩
୧୦ ଗୋଆ ୨୯୨୦ ୧୫୯୦୨୯ ୪୩୮ ୩୦୦୮ ୧୧
୧୧ ଗୁଜୁରାଟ ୫୧୫୯ ୮୦୭୪୨୪ ୬୧୨ ୧୦୦୩୭
୧୨ ହରିୟାଣା ୨୨୦୦ ୭୫୬୨୩୧ ୨୬୩ ୯୨୯୫ ୨୦
୧୩ ହିମାଚଳ ପ୍ରଦେଶ ୨୨୭୬ ୧୯୫୦୬୨ ୩୧୫ ୩୪୫୩
୧୪ ଜାମ୍ମୁ କାଶ୍ମୀର ୭୧୮୧ ୩୦୧୧୩୪ ୯୯୯ ୪୨୬୯
୧୫ ଝାଡଖଣ୍ଡ ୧୪୧୭ ୩୩୮୨୫୬ ୧୮୦ ୫୧୦୨
୧୬ କର୍ଣ୍ଣାଟକ ୧୧୮୬୧୫ ୨୬୬୨୨୫୦ ୮୧୧୧ ୩୪୧୬୪ ୧୩୯
୧୭ କେରଳ ୧୦୦୮୮୧ ୨୭୧୬୨୮୪ ୧୧୭୩୦ ୧୨୨୯୫ ୧୪୧
୧୮ ଲଦାଖ ୩୬୦ ୧୯୩୦୯ ୩୮ ୨୦୨
୧୯ ଲକ୍ଷଦୀପ ୩୧୫ ୯୧୪୨ ୩୬ ୪୭
୨୦ ମଧ୍ୟପ୍ରଦେଶ ୧୭୦୭ ୭୭୮୯୦୨ ୩୧୮ ୮୮୦୬ ୨୦
୨୧ ମହାରାଷ୍ଟ୍ର ୧୨୬୪୬୮ ୫୭୪୨୨୫୮ ୯୦୪୩ ୧୧୮୭୯୫ ୪୮୨
୨୨ ମଣିପୁର ୯୨୧୪ ୫୪୭୧୪ ୬୪୯ ୧୦୬୫ ୧୦
୨୩ ମେଘାଳୟ ୪୨୭୩ ୪୦୯୧୫ ୩୪୧ ୭୮୮
୨୪ ମିଜୋରାମ ୪୪୨୪ ୧୩୯୦୦ ୨୩୩ ୮୫
୨୫ ନାଗାଲାଣ୍ଡ ୧୭୫୭ ୨୨୨୦୪ ୧୪୯ ୪୭୭
୨୬ ଓଡ଼ିଶା ୩୦୮୫୯ ୮୪୮୯୬୦ ୪୧୫୯ ୩୬୭୧ ୩୮
୨୭ ପୁଡୁଚେରୀ ୩୨୧୪ ୧୧୦୪୨୩ ୪୩୩ ୧୭୨୭
୨୮ ପଞ୍ଜାବ ୫୯୬୮ ୫୭୧୨୦୭ ୮୮୦ ୧୫୮୮୮ ୩୪
୨୯ ରାଜସ୍ଥାନ ୨୩୮୮ ୯୪୦୧୦୧ ୪୩୭ ୮୯୦୪
୩୦ ସିକ୍କିମ୍ ୨୪୩୦ ୧୬୭୩୨ ୧୫୨ ୨୯୬
୩୧ ତାମିଲନାଡୁ ୫୬୮୮୬ ୨୩୪୮୩୫୩ ୧୧୧୪୪ ୩୧୫୮୦ ୧୯୪
୩୨ ତେଲେଙ୍ଗାନା ୧୬୬୪୦ ୫୯୫୩୪୮ ୧୭୭୧ ୩୫୮୬ ୧୦
୩୩ ତ୍ରିପୁରା ୩୭୪୭ ୫୮୭୩୫ ୫୫୪ ୬୫୮
୩୪ ଉତ୍ତରାଖଣ୍ଡ ୨୮୯୬ ୩୨୯୦୩୦ ୨୩୧ ୭୦୫୨
୩୫ ଉତ୍ତରପ୍ରଦେଶ ୩୯୧୦ ୧୬୭୮୪୮୬ ୩୯୭ ୨୨୨୮୨ ୫୮
୩୬ ପଶ୍ଚିମବଙ୍ଗ ୨୨୫୦୮ ୧୪୪୫୪୯୩ ୨୦୩୭ ୧୭୪୩୭ ୪୭
ମୋଟ ୬୪୩୧୯୪ ୨୮୯୯୪୮୫୫ ୬୮୮୧୭ ୩୯୦୬୬୦ ୧୩୫୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.