Home Coronavirus Outbreak ଦେଶରେ ୮୮ ଦିନ ପରେ ସର୍ବନିମ୍ନ ସଂକ୍ରମଣ – ଆଜି ଦେଶରେ ୫୩, ୨୫୬ ନୂଆ...

ଦେଶରେ ୮୮ ଦିନ ପରେ ସର୍ବନିମ୍ନ ସଂକ୍ରମଣ – ଆଜି ଦେଶରେ ୫୩, ୨୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧, ୪୨୨ ଜଣଙ୍କର ମୃତ୍ୟୁ

58

ନୂଆ ଦିଲ୍ଲୀ ୨୧-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୫୩, ୨୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧, ୪୨୨ ଜଣଙ୍କର ମୃତ୍ୟୁ ହୋଇଛି।

କ୍ରମାଗତ ୩୯ ଦିନ ପାଇଁ ଦୈନିକ ଆରୋଗ୍ୟଙ୍କ ସଂଖ୍ୟା ଦୈ ନିକ ନୂତନ କେସ୍ ତୁଳନାରେ ଅଧିକ।

ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୩.୩୨% ରେ ଅଛି।

କ୍ରମାଗତ ୧୪ ଦିନ ପାଇଁ ଦୈନିକ ସକରାତ୍ମକତା ହାର ୩.୮୩%, ୫% ରୁ କମ୍।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୯, ୩୫, ୨୨୧ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୬, ୩୫୬ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୭୮, ୧୯୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୪୨୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୮୮, ୧୩୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୦୨, ୮୮୭ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୮, ୪୪, ୧୯୯ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୩୫%

ଆରୋଗ୍ୟ ହୋଇଛନ୍ତି ୯୬.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୦%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୮, ୦୦, ୩୬, ୮୯୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୩୯, ୯୯୬ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୯, ୨୪, ୦୭, ୭୮୨ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୩, ୮୮, ୬୯୯।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୨ ୭୧୭୭ ୧୫ ୧୨୭
ଆନ୍ଧ୍ରପ୍ରଦେଶ ୬୩୦୬୮ ୧୭୭୫୧୭୬ ୭୭୭୨ ୧୨୩୧୯ ୫୦
ଅରୁଣାଚଳ ପ୍ରଦେଶ ୨୫୧୫ ୩୦୪୦୭ ୨୪୪ ୧୫୯
ଆସାମ ୩୩୫୫୪ ୪୪୪୭୪୩ ୩୫୫୯ ୪୨୦୮ ୩୦
ବିହାର ୩୧୮୯ ୭୦୬୯୫୫ ୪୯୪ ୯୫୫୦
ଚଣ୍ଡିଗଡ଼ ୩୫୩ ୬୦୨୭୧ ୭୦ ୮୦୬
ଛତିଶଗଡ ୯୧୯୨ ୯୬୮୦୯୬ ୬୮୧ ୧୩୩୮୭ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୬୮ ୧୦୪୪୨ ୧୦
ଦିଲ୍ଲୀ ୨୦୯୧ ୧୪୦୫୨୮୭ ୩୯୮ ୨୪୯୧୪
୧୦ ଗୋଆ ୩୨୬୮ ୧୫୮୧୭୮ ୪୦୬ ୨୯୯୦
୧୧ ଗୁଜୁରାଟ ୬୧୦୯ ୮୦୬୧୯୩ ୬୫୧ ୧୦୦୩୨
୧୨ ହରିୟାଣା ୨୪୯୧ ୭୫୫୬୮୧ ୩୫୭ ୯୨୪୬ ୩୦
୧୩ ହିମାଚଳ ପ୍ରଦେଶ ୨୭୧୧ ୧୯୪୨୫୭ ୪୦୪ ୩୪୪୨
୧୪ ଜାମ୍ମୁ କାଶ୍ମୀର ୮୬୩୧ ୨୯୮୯୧୧ ୧୩୫୪ ୪୨୫୨ ୧୪
୧୫ ଝାଡଖଣ୍ଡ ୧୫୯୬ ୩୩୭୮୪୮ ୧୮୧ ୫୦୯୯
୧୬ କର୍ଣ୍ଣାଟକ ୧୨୬୮୩୫ ୨୬୪୫୭୩୫ ୮୪୫୬ ୩୩୮୮୩ ୧୨୦
୧୭ କେରଳ ୧୦୬୩୭୬ ୨୬୯୦୯୫୮ ୧୨୪୫୯ ୧୨୦୬୦ ୧୧୨
୧୮ ଲଦାଖ ୩୬୩ ୧୯୨୪୦ ୯୦ ୨୦୨
୧୯ ଲକ୍ଷଦୀପ ୩୧୯ ୯୦୭୮ ୩୯ ୪୬
୨୦ ମଧ୍ୟପ୍ରଦେଶ ୨୨୧୪ ୭୭୮୨୮୦ ୨୮୫ ୮୭୬୭ ୩୦
୨୧ ମହାରାଷ୍ଟ୍ର ୧୩୫୩୬୩ ୫୭୧୯୪୫୭ ୯୧୦୧ ୧୧୭୯୬୧ ୬୦୫
୨୨ ମଣିପୁର ୯୬୧୩ ୫୩୪୦୫ ୪୪୪ ୧୦୪୭
୨୩ ମେଘାଳୟ ୪୫୮୭ ୩୯୯୧୯ ୫୪୨ ୭୮୦
୨୪ ମିଜୋରାମ ୪୧୩୨ ୧୩୩୯୦ ୨୬୧ ୮୩
୨୫ ନାଗାଲାଣ୍ଡ ୧୮୯୦ ୨୧୮୮୯ ୧୪୫ ୪୬୯
୨୬ ଓଡ଼ିଶା ୩୩୬୯୮ ୮୪୦୨୧୪ ୫୦୮୨ ୩୫୯୦ ୪୦
୨୭ ପୁଡୁଚେରୀ ୩୫୬୨ ୧୦୯୫୬୨ ୪୭୯ ୧୭୨୩
୨୮ ପଞ୍ଜାବ ୭୪୨୧ ୫୬୯୦୫୬ ୧୧୭୩ ୧୫୮୨୬ ୨୪
୨୯ ରାଜସ୍ଥାନ ୩୦୭୯ ୯୩୯୧୩୧ ୫୧୨ ୮୮୯୫
୩୦ ସିକ୍କିମ୍ ୨୬୯୭ ୧୬୩୦୬ ୧୩୯ ୨୯୩
୩୧ ତାମିଲନାଡୁ ୬୯୩୭୨ ୨୩୨୧୯୨୮ ୧୭୦୪୩ ୩୧୧୯୭ ୧୮୨
୩୨ ତେଲେଙ୍ଗାନା ୧୭୭୬୫ ୫୯୧୮୭୦ ୧୭୯୮ ୩୫୬୭ ୧୧
୩୩ ତ୍ରିପୁରା ୩୯୪୨ ୫୭୭୩୨ ୬୪୬ ୬୫୦
୩୪ ଉତ୍ତରାଖଣ୍ଡ ୩୧୩୬ ୩୨୮୪୭୩ ୨୧୧ ୭୦୩୫
୩୫ ଉତ୍ତରପ୍ରଦେଶ ୪୫୬୯ ୧୬୭୭୬୧୧ ୫୬୧ ୨୨୧୭୮ ୪୬
୩୬ ପଶ୍ଚିମବଙ୍ଗ ୨୩୦୧୬ ୧୪୪୧୩୪୩ ୨୧୨୮ ୧୭୩୪୮ ୫୩
ମୋଟ ୭୦୨୮୮୭ ୨୮୮୪୪୧୯୯ ୭୮୧୯୦ ୩୮୮୧୩୫ ୧୪୨୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.