Home Coronavirus Outbreak ଦ୍ୱିତୀୟ ଲହର ପରେ ପ୍ରଥମ ଥର ପାଇଁ ୬୦ ହଜାରରୁ କମ ସଂକ୍ରମଣ – ଆଜି...

ଦ୍ୱିତୀୟ ଲହର ପରେ ପ୍ରଥମ ଥର ପାଇଁ ୬୦ ହଜାରରୁ କମ ସଂକ୍ରମଣ – ଆଜି ଦେଶରେ ୫୮, ୪୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧, ୫୭୬ ମୃତ୍ୟୁ

47

ନୂଆ ଦିଲ୍ଲୀ ୨୦-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୫୮, ୪୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧, ୫୭୬ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୮, ୮୧, ୯୬୫ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩୦, ୭୭୬ ଜଣ।

ଗତ ୨୪ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୮୭, ୬୧୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧, ୫୭୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୮୬, ୭୧୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୭, ୨୯, ୨୪୩ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୭, ୬୬, ୦୦୯ ଜଣ।

ସକ୍ରୀୟ ଆକ୍ରାନ୍ତ ୨.୪୪%

ଆରୋଗ୍ୟ ହୋଇଛନ୍ତି ୯୬.୨୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୯%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୭, ୬୬, ୯୩, ୫୭୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୮, ୧୦, ୫୫୪ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୯, ୧୦, ୧୯, ୦୮୩ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୮, ୧୧, ୪୪୬।

ରାଜ୍ୟୱାରୀ ସମସ୍ତ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୫ ୭୧୬୨ ୩୪ ୧୨୭
ଆନ୍ଧ୍ରପ୍ରଦେଶ ୬୫୨୪୪ ୧୭୬୭୪୦୪ ୮୦୧୪ ୧୨୨୬୯ ୪୫
ଅରୁଣାଚଳ ପ୍ରଦେଶ ୨୬୦୧ ୩୦୧୬୩ ୨୨୯ ୧୫୯
ଆସାମ ୩୫୩୬୮ ୪୪୧୧୮୪ ୫୧୪୧ ୪୧୭୮ ୪୦
ବିହାର ୩୩୯୬ ୭୦୬୪୬୧ ୪୯୪ ୯୫୪୩
ଚଣ୍ଡିଗଡ଼ ୩୯୬ ୬୦୨୦୧ ୭୮ ୮୦୬
ଛତିଶଗଡ ୯୫୩୧ ୯୬୭୪୧୫ ୧୦୦୧ ୧୩୩୭୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୪ ୧୦୪୩୨
ଦିଲ୍ଲୀ ୨୩୭୨ ୧୪୦୪୮୮୯ ୨୦୧ ୨୪୯୦୭
୧୦ ଗୋଆ ୩୪୭୩ ୧୫୭୭୭୨ ୪୧୯ ୨୯୮୪
୧୧ ଗୁଜୁରାଟ ୬୫୭୯ ୮୦୫୫୪୨ ୮୭୪ ୧୦୦୨୮
୧୨ ହରିୟାଣା ୨୬୭୭ ୭୫୫୩୨୪ ୪୦୦ ୯୨୧୬ ୩୩
୧୩ ହିମାଚଳ ପ୍ରଦେଶ ୨୯୯୦ ୧୯୩୮୫୩ ୪୩୨ ୩୪୩୯ ୧୦
୧୪ ଜାମ୍ମୁ କାଶ୍ମୀର ୯୪୧୪ ୨୯୭୫୫୭ ୧୧୯୭ ୪୨୩୮
୧୫ ଝାଡଖଣ୍ଡ ୧୬୩୯ ୩୩୭୬୬୭ ୩୦୫ ୫୦୯୯
୧୬ କର୍ଣ୍ଣାଟକ ୧୩୦୮୯୪ ୨୬୩୭୨୭୯ ୧୧୮୩୨ ୩୩୭୬୩ ୧୬୧
୧୭ କେରଳ ୧୦୭୩୦୦ ୨୬୭୮୪୯୯ ୧୩୧୪୫ ୧୧୯୪୮ ୧୧୫
୧୮ ଲଦାଖ ୪୩୨ ୧୯୧୫୦ ୫୩ ୨୦୧
୧୯ ଲକ୍ଷଦୀପ ୩୪୫ ୯୦୩୯ ୩୯ ୪୬
୨୦ ମଧ୍ୟପ୍ରଦେଶ ୨୪୪୨ ୭୭୭୯୯୫ ୩୬୫ ୮୭୩୭ ୩୦
୨୧ ମହାରାଷ୍ଟ୍ର ୧୩୫୭୦୮ ୫୭୧୦୩୫୬ ୧୦୩୭୩ ୧୧୭୩୫୬ ୬୮୨
୨୨ ମଣିପୁର ୯୫୩୮ ୫୨୯୬୧ ୨୯୪ ୧୦୩୯
୨୩ ମେଘାଳୟ ୪୭୪୩ ୩୯୩୭୭ ୫୮୫ ୭୭୬
୨୪ ମିଜୋରାମ ୩୭୩୩ ୧୩୧୨୯ ୨୭୧ ୮୧
୨୫ ନାଗାଲାଣ୍ଡ ୧୯୭୯ ୨୧୭୪୪ ୧୭୩ ୪୬୮
୨୬ ଓଡ଼ିଶା ୩୫୨୪୩ ୮୩୫୧୩୨ ୫୨୮୧ ୩୫୫୦ ୪୨
୨୭ ପୁଡୁଚେରୀ ୩୭୯୩ ୧୦୯୦୮୩ ୬୨୧ ୧୭୨୦
୨୮ ପଞ୍ଜାବ ୮୦୭୭ ୫୬୭୮୮୩ ୧୩୧୫ ୧୫୮୦୨ ୩୧
୨୯ ରାଜସ୍ଥାନ ୩୪୫୧ ୯୩୮୬୧୯ ୫୧୮ ୮୮୯୧
୩୦ ସିକ୍କିମ୍ ୨୭୫୧ ୧୬୧୬୭ ୨୯୯ ୨୯୧
୩୧ ତାମିଲନାଡୁ ୭୮୭୮୦ ୨୩୦୪୮୮୫ ୧୮୨୩୨ ୩୧୦୧୫ ୧୮୦
୩୨ ତେଲେଙ୍ଗାନା ୧୮୫୬୮ ୫୯୦୦୭୨ ୧୮୧୩ ୩୫୫୬ ୧୦
୩୩ ତ୍ରିପୁରା ୪୪୧୭ ୫୭୦୮୬ ୬୬୧ ୬୪୬
୩୪ ଉତ୍ତରାଖଣ୍ଡ ୩୨୨୦ ୩୨୮୨୬୨ ୨୨୨ ୭୦୨୬
୩୫ ଉତ୍ତରପ୍ରଦେଶ ୪୯୫୭ ୧୬୭୭୦୫୦ ୫୯୨ ୨୨୧୩୨ ୫୧
୩୬ ପଶ୍ଚିମବଙ୍ଗ ୨୩୦୧୩ ୧୪୩୯୨୧୫ ୨୧୦୯ ୧୭୨୯୫ ୫୫
ମୋଟ ୭୨୯୨୪୩ ୨୮୭୬୬୦୦୯ ୮୭୬୧୯ ୩୮୬୭୧୩ ୧୫୭୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.