Home Coronavirus Outbreak ଆଜି ଦେଶରେ ୬୦, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨, ୭୨୬ ମୃତ୍ୟୁ ରିପୋର୍ଟ

ଆଜି ଦେଶରେ ୬୦, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨, ୭୨୬ ମୃତ୍ୟୁ ରିପୋର୍ଟ

63

ନୂଆ ଦିଲ୍ଲୀ ୧୫-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୬୦, ୪୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨, ୭୨୬ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୫, ୭୦, ୮୮୧ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୯, ୭୮୦ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୧୭, ୫୨୫ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨, ୭୨୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୭୭, ୦୩୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୧୩, ୩୭୮ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୨, ୮୦, ୪୭୨ ଜଣ।

ସକ୍ରୀୟ ଆକ୍ରାନ୍ତ ୩.୩୦%

ଆରୋଗ୍ୟ ହୋଇଛନ୍ତି ୯୫.୪୩%

ଏବଂ ମୃତ୍ୟୁ ସଂଖ୍ୟା ୧.୨୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୫, ୯୦, ୪୪, ୦୭୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୯, ୨୭, ୧୫୪ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୮, ୧୩, ୭୫, ୯୮୪ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୭, ୫୧, ୩୫୮ ଟି।

ରାଜ୍ୟୱାରୀ ସମ୍ପୂର୍ଣ୍ଣ ତଥ୍ୟ –

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୦୯ ୭୦୩୪ ୧୨୬
ଆନ୍ଧ୍ରପ୍ରଦେଶ ୮୦୦୧୩ ୧୭୨୨୩୮୧ ୧୦୧୧୪ ୧୧୯୯୯ ୫୯
ଅରୁଣାଚଳ ପ୍ରଦେଶ ୨୮୮୯ ୨୮୬୦୮ ୩୫୬ ୧୫୧
ଆସାମ ୪୦୭୦୯ ୪୧୮୪୭୨ ୪୨୯୯ ୩୯୯୪ ୪୩
ବିହାର ୪୭୭୨ ୭୦୩୨୬୨ ୮୫୧ ୯୫୦୫ ୧୩
ଚଣ୍ଡିଗଡ଼ ୫୦୭ ୫୯୮୫୯ ୬୧ ୭୯୪
ଛତିଶଗଡ ୧୨୬୬୦ ୯୬୧୫୬୯ ୧୬୦୦ ୧୩୩୩୪ ୧୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୫୯ ୧୦୪୦୧ ୨୦
ଦିଲ୍ଲୀ ୩୨୨୬ ୧୪୦୩୨୦୫ ୩୫୫ ୨୪୮୩୯ ୧୬
୧୦ ଗୋଆ ୪୪୦୬ ୧୫୫୩୭୮ ୭୨୦ ୨୯୩୭
୧୧ ଗୁଜୁରାଟ ୯୫୪୨ ୮୦୧୧୮୧ ୧୧୦୬ ୧୦୦୦୩
୧୨ ହରିୟାଣା ୪୦୭୭ ୭୫୩୦୨୦ ୮୧୨ ୯୦୩୨ ୪୦
୧୩ ହିମାଚଳ ପ୍ରଦେଶ ୪୪୩୨ ୧୯୧୦୪୬ ୬୬୪ ୩୩୯୮
୧୪ ଜାମ୍ମୁ କାଶ୍ମୀର ୧୩୫୩୨ ୨୯୦୨୮୪ ୨୧୩୯ ୪୧୯୫
୧୫ ଝାଡଖଣ୍ଡ ୩୦୬୨ ୩୩୫୪୬୨ ୪୮୩ ୫୦୮୫
୧୬ କର୍ଣ୍ଣାଟକ ୧୭୨୧୬୨ ୨୫୬୬୭୭୪ ୧୫୪୦୯ ୩୩୦୩୩ ୧୨୦
୧୭ କେରଳ ୧୧୪୨୪୮ ୨୬୧୦୩୬୮ ୧୬୭୪୩ ୧୧୩୪୨ ୧୬୧
୧୮ ଲଦାଖ ୫୭୨ ୧୮୮୪୧ ୧୩୫ ୧୯୮
୧୯ ଲକ୍ଷଦୀପ ୫୨୦ ୮୬୭୨ ୮୩ ୪୪
୨୦ ମଧ୍ୟପ୍ରଦେଶ ୩୯୪୧ ୭୭୫୮୯୬ ୫୧୬ ୮୫୮୮ ୩୬
୨୧ ମହାରାଷ୍ଟ୍ର ୧୫୦୪୨୨ ୫୬୫୪୦୦୩ ୧୪୭୩୨ ୧୧୨୬୯୬ ୧୫୯୨
୨୨ ମଣିପୁର ୮୪୪୩ ୫୦୮୭୮ ୪୯୯ ୯୯୦ ୧୬
୨୩ ମେଘାଳୟ ୪୫୨୯ ୩୭୦୩୭ ୪୮୭ ୭୪୩ ୧୦
୨୪ ମିଜୋରାମ ୩୬୮୨ ୧୧୮୭୯ ୧୩୧ ୭୦
୨୫ ନାଗାଲାଣ୍ଡ ୩୨୦୧ ୨୦୦୯୬ ୪୦୭ ୪୫୬
୨୬ ଓଡ଼ିଶା ୪୭୭୯୪ ୮୦୪୯୮୧ ୮୧୮୨ ୩୩୪୬ ୪୪
୨୭ ପୁଡୁଚେରୀ ୪୯୪୭ ୧୦୬୧୯୯ ୬୮୬ ୧୬୯୧
୨୮ ପଞ୍ଜାବ ୧୧୯୧୩ ୫୬୧୦୧୦ ୧୬୫୦ ୧୫୬୦୨ ୪୦
୨୯ ରାଜସ୍ଥାନ ୬୪୬୭ ୯୩୪୬୫୨ ୧୨୩୧ ୮୮୪୨ ୨୦
୩୦ ସିକ୍କିମ୍ ୩୩୦୬ ୧୪୮୬୩ ୨୮୩ ୨୮୧
୩୧ ତାମିଲନାଡୁ ୧୩୬୮୮୪ ୨୧୯୯୮୦୮ ୨୫୫୬୧ ୨୯୮୦୧ ୨୫୪
୩୨ ତେଲେଙ୍ଗାନା ୨୦୪୬୧ ୫୮୦୯୨୩ ୨୧୭୫ ୩୪୯୬ ୧୨
୩୩ ତ୍ରିପୁରା ୪୯୫୧ ୫୪୨୭୪ ୭୪୩ ୬୨୪
୩୪ ଉତ୍ତରାଖଣ୍ଡ ୩୯୦୮ ୩୨୬୩୦୭ ୯୯୬ ୬୯୬୦ ୨୫
୩୫ ଉତ୍ତରପ୍ରଦେଶ ୮୧୧୧ ୧୬୭୨୯୬୮ ୧୧୧୬ ୨୧୮୫୮ ୭୨
୩୬ ପଶ୍ଚିମବଙ୍ଗ ୧୮୯୨୧ ୧୪୨୮୮୮୧ ୨୧୭୧ ୧୬୯୭୪ ୭୮
ମୋଟ ୯୧୩୩୭୮ ୨୮୨୮୦୪୭୨ ୧୧୭୫୨୫ ୩୭୭୦୩୧ ୨୭୨୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.