Home Coronavirus Outbreak ଆଜି ଦେଶରେ ୭୦, ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩, ୯୨୧ ମୃତ୍ୟୁ ରିପୋର୍ଟ

ଆଜି ଦେଶରେ ୭୦, ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩, ୯୨୧ ମୃତ୍ୟୁ ରିପୋର୍ଟ

49

ନୂଆ ଦିଲ୍ଲୀ ୧୪-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୭୦, ୪୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩, ୯୨୧ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୫, ୧୦, ୪୧୦ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୩, ୦୦୧ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୧୯, ୫୦୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩, ୯୨୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୭୪, ୩୦୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୭୩, ୧୫୮ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୧, ୬୨, ୯୪୭ ଜଣ।

ସକ୍ରୀୟ ଆକ୍ରାନ୍ତ ୩.୩୦%

ଆରୋଗ୍ୟ ହୋଇଛନ୍ତି ୯୫.୪୩%

ଏବଂ ମୃତ୍ୟୁ ସଂଖ୍ୟା ୧.୨୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୫, ୪୮, ୪୯, ୩୦୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୪, ୯୯, ୭୭୧ ଟି।

ପରୀକ୍ଷଣ

ଦେଶରେ ମୋଟ କରୋନା ପରୀକ୍ଷଣ ୩୭, ୯୬, ୨୪, ୬୨୬ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୧୪, ୯୨, ୧୫୨ ଟି।

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୧୦ ୭୦୨୫ ୨୯ ୧୨୬  
ଆନ୍ଧ୍ରପ୍ରଦେଶ ୮୫୬୩୭ ୧୭୧୨୨୬୭ ୧୨୪୯୨ ୧୧୯୪୦ ୫୮
ଅରୁଣାଚଳ ପ୍ରଦେଶ ୨୮୮୫ ୨୮୨୫୨ ୪୩୪ ୧୪୫
ଆସାମ ୪୧୩୭୩ ୪୧୪୧୭୩ ୫୪୦୩ ୩୯୫୧ ୩୬
ବିହାର ୫୩୧୨ ୭୦୨୪୧୧ ୮୬୮ ୯୪୯୨
ଚଣ୍ଡିଗଡ଼ ୫୨୦ ୫୯୭୯୮ ୭୧ ୭୯୨
ଛତିଶଗଡ ୧୩୬୭୭ ୯୫୯୯୬୯ ୧୮୫୮ ୧୩୩୧୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୭୮ ୧୦୩୮୧ ୧୮  
ଦିଲ୍ଲୀ ୩୪୬୬ ୧୪୦୨୮୫୦ ୩୭୬ ୨୪୮୨୩ ୨୩
୧୦ ଗୋଆ ୪୮୮୨ ୧୫୪୬୫୮ ୫୮୧ ୨୯୨୮ ୧୪
୧୧ ଗୁଜୁରାଟ ୧୦୨୪୯ ୮୦୦୦୭୫ ୧୦୬୩ ୯୯୯୭
୧୨ ହରିୟାଣା ୪୬୬୧ ୭୫୨୨୦୮ ୮୨୧ ୮୯୯୨ ୪୩
୧୩ ହିମାଚଳ ପ୍ରଦେଶ ୪୭୭୭ ୧୯୦୩୮୨ ୮୫୫ ୩୩୯୧
୧୪ ଜାମ୍ମୁ କାଶ୍ମୀର ୧୫୦୮୧ ୨୮୮୧୪୫ ୧୯୬୫ ୪୧୮୬ ୧୨
୧୫ ଝାଡଖଣ୍ଡ ୩୩୯୫ ୩୩୪୯୭୯ ୭୨୩ ୫୦୮୪
୧୬ କର୍ଣ୍ଣାଟକ ୧୮୦୮୫୬ ୨୫୫୧୩୬୫ ୧୮୬୪୬ ୩୨୯୧୩ ୧୨୫
୧୭ କେରଳ ୧୨୩୪୩୩ ୨୫୯୩୬୨୫ ୧୭୮୫୬ ୧୧୧୮୧ ୨୦୬
୧୮ ଲଦାଖ ୬୫୮ ୧୮୭୦୬ ୧୦୫ ୧୯୭  
୧୯ ଲକ୍ଷଦୀପ ୫୭୬ ୮୫୮୯ ୭୨ ୪୪
୨୦ ମଧ୍ୟପ୍ରଦେଶ ୪୨୫୧ ୭୭୫୩୮୦ ୭୮୦ ୮୫୫୨ ୧୮
୨୧ ମହାରାଷ୍ଟ୍ର ୧୫୮୬୧୭ ୫୬୩୯୨୭୧ ୭୫୦୪ ୧୧୧୧୦୪ ୨୭୭୧
୨୨ ମଣିପୁର ୮୪୯୯ ୫୦୩୭୯ ୭୨୬ ୯୭୪ ୧୫
୨୩ ମେଘାଳୟ ୪୬୨୩ ୩୬୫୫୦ ୫୪୭ ୭୩୩
୨୪ ମିଜୋରାମ ୩୫୪୯ ୧୧୭୪୮ ୨୦୩ ୬୭
୨୫ ନାଗାଲାଣ୍ଡ ୩୫୦୨ ୧୯୬୮୯ ୨୦୮ ୪୫୩
୨୬ ଓଡ଼ିଶା ୫୧୬୮୧ ୭୯୬୭୯୯ ୭୭୩୩ ୩୩୦୨ ୪୫
୨୭ ପୁଡୁଚେରୀ ୫୩୩୧ ୧୦୫୫୧୩ ୮୦୯ ୧୬୮୪
୨୮ ପଞ୍ଜାବ ୧୨୯୮୧ ୫୫୯୩୬୦ ୧୯୮୦ ୧୫୫୬୨ ୫୯
୨୯ ରାଜସ୍ଥାନ ୭୪୪୧ ୯୩୩୪୨୧ ୧୨୬୦ ୮୮୨୨
୩୦ ସିକ୍କିମ୍ ୩୫୫୩ ୧୪୫୮୦ ୩୮୭ ୨୮୧  
୩୧ ତାମିଲନାଡୁ ୧୪୯୯୨୭ ୨୧୭୪୨୪୭ ୨୫୮୯୫ ୨୯୫୪୭ ୨୬୭
୩୨ ତେଲେଙ୍ଗାନା ୨୧୧୩୭ ୫୭୮୭୪୮ ୨୨୬୧ ୩୪୮୪ ୧୫
୩୩ ତ୍ରିପୁରା ୫୧୭୦ ୫୩୫୩୧ ୬୧୦ ୬୨୦
୩୪ ଉତ୍ତରାଖଣ୍ଡ ୪୬୩୩ ୩୨୫୩୧୧ ୬୪୪ ୬୯୩୫
୩୫ ଉତ୍ତରପ୍ରଦେଶ ୮୯୮୬ ୧୬୭୧୮୫୨ ୧୨୨୧ ୨୧୭୮୬ ୫୧
୩୬ ପଶ୍ଚିମବଙ୍ଗ ୧୭୬୫୧ ୧୪୨୬୭୧୦ ୨୪୯୭ ୧୬୮୯୬ ୮୪
ମୋଟ ୯୭୩୧୫୮ ୨୮୧୬୨୯୪୭ ୧୧୯୫୦୧ ୩୭୪୩୦୫ ୩୯୨୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.