Home Coronavirus Outbreak ଦେଶରେ ୮୦, ୮୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩, ୩୦୩ ମୃତ୍ୟୁ ରିପୋର୍ଟ

ଦେଶରେ ୮୦, ୮୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩, ୩୦୩ ମୃତ୍ୟୁ ରିପୋର୍ଟ

44

ନୂଆ ଦିଲ୍ଲୀ ୧୩-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୮୦, ୮୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩, ୩୦୩ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୪, ୩୯, ୯୮୯ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୫୪, ୫୩୧ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୩୨, ୦୬୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩, ୩୦୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୭୦, ୩୮୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୨୬, ୧୫୯ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୮୦, ୪୩, ୪୪୬ ଜଣ।

ସକ୍ରୀୟ ଆକ୍ରାନ୍ତ ୩.୪୯%

ଆରୋଗ୍ୟ ହୋଇଛନ୍ତି ୯୫.୨୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୬%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୫, ୩୧, ୯୫, ୦୪୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୪, ୮୪, ୨୩୯ ଟି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.