Home Coronavirus Outbreak ଗତ ୭୦ ଦିନରେ ସର୍ବନିମ୍ନ: ଦେଶରେ ୮୪, ୩୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪, ୦୦୨...

ଗତ ୭୦ ଦିନରେ ସର୍ବନିମ୍ନ: ଦେଶରେ ୮୪, ୩୩୨ ନୂଆ ଆକ୍ରାନ୍ତ ଚିହ୍ନଟ, ୪, ୦୦୨ ମୃତ୍ୟୁ ରିପୋର୍ଟ

99

ନୂଆ ଦିଲ୍ଲୀ ୧୨-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୮୪, ୩୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪, ୦୦୨ ଜଣଙ୍କର ମୃତ୍ୟୁ ହୋଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୩, ୫୯, ୧୫୫ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୦, ୯୮୧ ଜଣ।

ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୨୧, ୩୧୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪, ୦୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩, ୬୭, ୦୮୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦, ୮୦, ୬୯୦ କୁ ହ୍ରାସ ପାଇଛି।

ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୭୯, ୧୧, ୩୮୪ ଜଣ।

ସକ୍ରୀୟ ଆକ୍ରାନ୍ତ ୩.୬୮%

ଆରୋଗ୍ୟ ହୋଇଛନ୍ତି ୯୫.୦୭%

ଏବଂ ମୃତ୍ୟୁ ସଂଖ୍ୟା ୧.୨୫%

ଟିକାକରଣ

ଦେଶରେ ମୋଟ ଟିକାକରଣ ୨୪, ୯୬, ୦୦, ୩୦୪ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୪, ୩୩, ୭୬୩ ଟି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.