Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ, ୪୧୫ ମୃତ

45

ନୂଆ ଦିଲ୍ଲୀ ୨୭-୭ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୯୮,୧୦୦ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୦୬,୨୧,୪୬୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୨,୩୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୩୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୪୦,୯୫୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩,୦୮୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୧୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୧,୩୮୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୭%

ଆରୋଗ୍ୟ ହୋଇଛନ୍ତି ୯୭.୩୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୪୪, ୧୯, ୧୨, ୩୯୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୬, ୦୩, ୧୧୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୫, ୯୧, ୬୪, ୧୨୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୭, ୨୦, ୧୧୦
ସାପ୍ତାହିକ ସକରାତ୍ମକତା ହାର ୫% ତଳେ ରହିଛି, ବର୍ତ୍ତମାନ ୨.୩୩% ରେ ଅଛି।

ଦୈନିକ ସକରାତ୍ମକତା ହାର ୧.୭୩% ରେ, ୫% ରୁ କମ୍।

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୪ ୭୩୮୭ ୧୨୯
ଆନ୍ଧ୍ରପ୍ରଦେଶ ୨୧୭୪୮ ୧୯୨୧୩୭୧ ୨୦୧୭ ୧୩୨୭୩ ୧୭
ଅରୁଣାଚଳ ପ୍ରଦେଶ ୪୩୧୯ ୪୧୮୨୦ ୪୩୫ ୨୧୮
ଆସାମ ୧୪୯୨୯ ୫୩୯୯୨୮ ୧୮୩୦ ୫୧୬୨ ୨୬
ବିହାର ୪୬୮ ୭୧୪୪୨୩ ୯୩ ୯୬୩୯
ଚଣ୍ଡିଗଡ଼ ୩୬ ୬୧୦୮୬ ୮୦୯
ଛତିଶଗଡ ୨୫୧୮ ୯୮୫୩୨୪ ୪୧୧ ୧୩୫୧୭
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୪୫ ୧୦୫୮୮
ଦିଲ୍ଲୀ ୫୩୭ ୧୪୧୦୩୬୮ ୮୦ ୨୫୦୪୪
୧୦ ଗୋଆ ୧୧୩୭ ୧୬୬୩୦୮ ୧୦୭ ୩୧୩୬
୧୧ ଗୁଜୁରାଟ ୩୧୨ ୮୧୪୩୫୬ ୪୯ ୧୦୦୭୬
୧୨ ହରିୟାଣା ୭୧୧ ୭୫୯୪୩୭ ୩୨ ୯୬୨୨
୧୩ ହିମାଚଳ ପ୍ରଦେଶ ୮୫୮ ୨୦୦୮୨୬ ୧୨୦ ୩୫୧୬
୧୪ ଜାମ୍ମୁ କାଶ୍ମୀର ୧୨୦୦ ୩୧୫୧୮୪ ୧୮୯ ୪୩୭୫
୧୫ ଝାଡଖଣ୍ଡ ୨୪୬ ୩୪୧୬୧୩ ୪୫ ୫୧୨୪
୧୬ କର୍ଣ୍ଣାଟକ ୨୩୦୮୦ ୨୮୩୬୬୭୮ ୧୯୩୭ ୩୬୪୦୫ ୩୧
୧୭ କେରଳ ୧୩୭୩୧୮ ୩୧୨୯୬୨୮ ୧୪୯୧୨ ୧୬୧୭୦ ୧୩୫
୧୮ ଲଦାଖ ୭୦ ୨୦୦୩୨ ୨୦୭
୧୯ ଲକ୍ଷଦୀପ ୮୨ ୧୦୦୧୦ ୪୯
୨୦ ମଧ୍ୟପ୍ରଦେଶ ୧୪୦ ୭୮୧୧୦୪ ୧୪ ୧୦୫୧୨
୨୧ ମହାରାଷ୍ଟ୍ର ୯୨୦୮୮ ୬୦୪୬୧୦୬ ୧୧୦୭୭ ୧୩୧୬୦୫ ୫୩
୨୨ ମଣିପୁର ୧୦୫୨୪ ୮୧୬୪୫ ୧୦୩୭ ୧୪୮୭
୨୩ ମେଘାଳୟ ୫୦୮୪ ୫୫୬୪୮ ୪୮୫ ୧୦୩୧
୨୪ ମିଜୋରାମ ୯୫୦୪ ୨୩୮୧୧ ୨୩୯ ୧୩୭
୨୫ ନାଗାଲାଣ୍ଡ ୧୨୫୬ ୨୫୫୬୧ ୮୦ ୫୪୫
୨୬ ଓଡ଼ିଶା ୧୬୨୩୦ ୯୪୭୩୮୧ ୨୨୦୪ ୫୫୭୪ ୬୨
୨୭ ପୁଡୁଚେରୀ ୯୦୯ ୧୧୭୭୧୮ ୯୮ ୧୭୯୦
୨୮ ପଞ୍ଜାବ ୬୩୭ ୫୮୧୯୨୫ ୯୬ ୧୬୨୭୮ ୧୨
୨୯ ରାଜସ୍ଥାନ ୨୯୮ ୯୪୪୩୧୦ ୩୩ ୮୯୫୨
୩୦ ସିକ୍କିମ୍ ୨୯୭୦ ୨୨୦୩୮ ୨୨୫ ୩୩୧
୩୧ ତାମିଲନାଡୁ ୨୨୭୬୨ ୨୪୯୩୫୮୩ ୨୩୬୧ ୩୩୯୩୭ ୨୬
୩୨ ତେଲେଙ୍ଗାନା ୯୩୨୫ ୬୨୮୬୭୯ ୭୧୫ ୩୭୮୭
୩୩ ତ୍ରିପୁରା ୩୬୮୪ ୭୨୫୬୬ ୪୩୪ ୭୪୭
୩୪ ଉତ୍ତରାଖଣ୍ଡ ୬୩୮ ୩୩୩୭୮୧ ୫୩ ୭୩୫୯
୩୫ ଉତ୍ତରପ୍ରଦେଶ ୮୫୭ ୧୬୮୪୬୦୧ ୬୪ ୨୨୭୫୦
୩୬ ପଶ୍ଚିମବଙ୍ଗ ୧୧୫୬୬ ୧୪୯୪୬୪୫ ୮୭୫ ୧୮୦୮୫ ୧୨
ମୋଟ ୩୯୮୧୦୦ ୩୦୬୨୧୪୬୯ ୪୨୩୬୩ ୪୨୧୩୮୨ ୪୧୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.