Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮,୨୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୩...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮,୨୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୩ ମୃତ

25

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୮,୨୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୮୮,୫୦୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୨୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୧,୮୦,୯୬୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୪୧,୫୧୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୪୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮,୧୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୩,୬୮୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୭୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୨୮,୬୮୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୨୧%

ଆରୋଗ୍ୟ ହୋଇଛନ୍ତି ୯୭.୪୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୫୧, ୪୫, ୦୦, ୨୬୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୪, ୯୧, ୬୪୭

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୪୮, ୩୨, ୭୮, ୫୪୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୧୧, ୩୧୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୧୨ ୧୨୯
ଆନ୍ଧ୍ରପ୍ରଦେଶ ୧୯୫୪୯ ୧୯୫୦୬୨୩ ୧୭୯୫ ୧୩୫୪୯ ୧୮
ଅରୁଣାଚଳ ପ୍ରଦେଶ ୨୬୦୬ ୪୭୫୨୦ ୩୭୨ ୨୪୬
ଆସାମ ୧୧୦୯୬ ୫୫୮୭୨୦ ୧୦୬୬ ୫୪୦୪ ୧୭
ବିହାର ୨୮୬ ୭୧୫୩୦୩ ୬୭ ୯୬୪୬
ଚଣ୍ଡିଗଡ଼ ୨୭ ୬୧୧୪୬ ୮୧୧
ଛତିଶଗଡ ୧୭୦୦ ୯୮୮୦୦୪ ୧୧୧ ୧୩୫୪୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୪୩
ଦିଲ୍ଲୀ ୪୯୮ ୧୪୧୧୨୩୫ ୭୬ ୨୫୦୬୭
୧୦ ଗୋଆ ୮୯୬ ୧୬୭୮୮୪ ୧୪୮ ୩୧୬୪
୧୧ ଗୁଜୁରାଟ ୨୦୯ ୮୧୪୭୭୮ ୧୭ ୧୦୦୭୭
୧୨ ହରିୟାଣା ୬୭୨ ୭୫୯୭୬୯ ୧୮ ୯୬୫୦
୧୩ ହିମାଚଳ ପ୍ରଦେଶ ୨୦୮୬ ୨୦୨୫୭୬ ୧୮୫ ୩୫୩୫
୧୪ ଜାମ୍ମୁ କାଶ୍ମୀର ୧୩୧୧ ୩୧୬୯୫୭ ୧୯୬ ୪୩୯୦
୧୫ ଝାଡଖଣ୍ଡ ୨୦୨ ୩୪୨୦୭୪ ୨୩ ୫୧୩୦
୧୬ କର୍ଣ୍ଣାଟକ ୨୩୩୪୨ ୨୮୫୯୫୫୨ ୧୭୭୬ ୩୬୮୧୭ ୨୪
୧୭ କେରଳ ୧୭୦୦୩୧ ୩୩୭୭୬୯୧ ୨୦୦୦୪ ୧୭୮୫୨ ୧୦୫
୧୮ ଲଦାଖ ୭୨ ୨୦୧୨୧ ୨୦୭
୧୯ ଲକ୍ଷଦୀପ ୫୪ ୧୦୧୪୫ ୫୦
୨୦ ମଧ୍ୟପ୍ରଦେଶ ୧୪୯ ୭୮୧୩୦୭ ୧୦୫୧୪
୨୧ ମହାରାଷ୍ଟ୍ର ୭୧୮୧୩ ୬୧୫୧୯୫୬ ୭୫୬୮ ୧୩୪୦୬୪ ୬୮
୨୨ ମଣିପୁର ୭୦୦୬ ୯୬୧୨୮ ୧୪୦୫ ୧୬୫୭
୨୩ ମେଘାଳୟ ୪୭୩୪ ୬୩୪୫୦ ୪୭୯ ୧୧୭୪ ୧୧
୨୪ ମିଜୋରାମ ୧୨୪୩୪ ୩୨୮୫୪ ୬୪୮ ୧୬୯
୨୫ ନାଗାଲାଣ୍ଡ ୧୩୯୭ ୨୬୭୨୭ ୬୪ ୫୮୫
୨୬ ଓଡ଼ିଶା ୧୦୦୬୪ ୯୭୧୩୯୧ ୧୪୭୫ ୬୫୦୧ ୬୬
୨୭ ପୁଡୁଚେରୀ ୮୩୪ ୧୧୯୦୩୧ ୭୮ ୧୮୦୦
୨୮ ପଞ୍ଜାବ ୪୪୧ ୫୮୨୭୫୩ ୪୩ ୧୬୩୨୦
୨୯ ରାଜସ୍ଥାନ ୨୧୬ ୯୪୪୬୭୦ ୩୪ ୮୯୫୪
୩୦ ସିକ୍କିମ୍ ୨୭୩୧ ୨୪୮୨୨ ୨୨୫ ୩୫୫
୩୧ ତାମିଲନାଡୁ ୨୦୪୨୭ ୨୫୨୨୪୭୦ ୧୮୮୬ ୩୪୩୪୦ ୨୩
୩୨ ତେଲେଙ୍ଗାନା ୮୨୪୨ ୬୩୭୭୮୯ ୬୧୪ ୩୮୨୮
୩୩ ତ୍ରିପୁରା ୨୦୪୪ ୭୭୬୦୧ ୩୦୮ ୭୭୧
୩୪ ଉତ୍ତରାଖଣ୍ଡ ୪୪୬ ୩୩୪୬୦୯ ୪୭ ୭୩୬୮
୩୫ ଉତ୍ତରପ୍ରଦେଶ ୫୭୦ ୧୬୮୫୪୪୯ ୪୩ ୨୨୭୭୪
୩୬ ପଶ୍ଚିମବଙ୍ଗ ୧୦୩୧୨ ୧୫୦୫୮୦୮ ୭୧୯ ୧୮୨୪୦ ୧୧
ମୋଟ ୩୮୮୫୦୮ ୩୧୧୮୦୯୬୮ ୪୧୫୧୧ ୪୨୮୬୮୨ ୩୭୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.