ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ଦେଶରେ କରୋନା ଭୂତାଣୁ ବିପର୍ଯ୍ୟୟ ଜାରି ରଖିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ, କରୋନା ରୋଗରେ ୨୪, ୪୯୨ ଜଣ ସଂକ୍ରମିତ ହୋଇଥିବା ଖବର ଆସିଥିବା ବେଳେ ଏହା ସହିତ ୧୩୧ ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ମୋଟ ମାମଲା: ୧, ୧୪, ୦୯, ୮୩୧ କୁ ବୃଦ୍ଧି ହୋଇଛି ଏବଂ ମୋଟ ଆରୋଗ୍ୟ ହୋଇଛନ୍ତି : ୧, ୧୦, ୨୭, ୫୪୩ ଜଣ ସକ୍ରିୟ ମାମଲା ୨, ୨୩, ୪୩୨ ଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧, ୫୮, ୮୫୬ କୁ ବୃଦ୍ଧି ପାଇଛି।
ଏ ପର୍ଯ୍ୟନ୍ତ ଦେଶରେ ମୋଟ ଟୀକାକରଣ ୩, ୨୯, ୪୭, ୪୩୨ ହୋଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ହେଇଛି।