Home Top News ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି -୩ର ସଫଳ ଉତ୍‌କ୍ଷେପଣ

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି -୩ର ସଫଳ ଉତ୍‌କ୍ଷେପଣ

63

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏକ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ଅଗ୍ନି -୩ର ସଫଳ ଉତକ୍ଷେପଣ କରାଯାଇଛି। ଏହା ଏକ ପ୍ରଶିକ୍ଷଣ କ୍ଷେପଣାସ୍ତ୍ର ପରୀକ୍ଷା ଥିଲା। ଷ୍ଟ୍ରାଟେଜିକ୍ ଫୋର୍ସେସ କମାଣ୍ଡ ଅଧୀନରେ ନିୟମିତ ୟୁଜର ଟ୍ରେନିଂ ଉତ୍‌କ୍ଷେପଣର ଏକ ଅଂଶବିଶେଷ ସ୍ବରୂପ ଏହି ସଫଳ ଟେଷ୍ଟ କରାଯାଇଥିଲା। କ୍ଷେପଣାସ୍ତ୍ର ଉତକ୍ଷେପଣକୁ ପୂର୍ବ ନିର୍ଦ୍ଧାରିତ ରେଞ୍ଜରେ କରାଯାଇଥିଲା ଓ ପ୍ରଣାଳୀର ସମସ୍ତ କାର୍ଯ୍ୟକ୍ଷମ ମାନଦଣ୍ଡକୁ ପ୍ରମାଣସିଦ୍ଧ ହୋଇଥିଲା।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.