Home Coronavirus Outbreak ଆଜି ପୁଣି ଭାଙ୍ଗିଲା କରୋନା ଆକ୍ରାନ୍ତ ରେକର୍ଡ଼ – ୧୩,୫୮୬ ନୂଆ କରୋନା ପଜିଟିଭ୍ –...

ଆଜି ପୁଣି ଭାଙ୍ଗିଲା କରୋନା ଆକ୍ରାନ୍ତ ରେକର୍ଡ଼ – ୧୩,୫୮୬ ନୂଆ କରୋନା ପଜିଟିଭ୍ – ଆଜି ମୃତ୍ୟୁ ସଂଖ୍ୟା ୩୩୬ – ମୋଟ ମୃତ୍ୟୁ – ୧୨,୫୭୩

1487

ନୂଆଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) : ୧୩,୫୮୬ କରୋନା ପଜିଟିଭ୍ ସହିତ ଆଜି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୦,୫୩୨ ହୋଇଛି।

ଗୁରୁବାର ଦିନ ମୃତ୍ୟୁ ସଂଖ୍ୟା ୧୨,୫୭୩ କୁ ବୃଦ୍ଧି ପାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ସକାଳ ୮ ଟାରେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ୧,୬୩,୨୪୮ ସକ୍ରୀୟ ଥିବା ବେଳେ ୨,୦୪,୭୧୧ ଲୋକ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୩.୭୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି।

କ୍ରମାଗତ ଅଷ୍ଟମ ଦିନ ପାଇଁ ଭାରତ ୧୦, ୦୦୦ ରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.