Home ଓଡ଼ିଶା ଖୋର୍ଦ୍ଧା ବନ୍ୟାଞ୍ଚଳରେ ବନ୍ୟା ପ୍ରିପିଡ଼ିତଙ୍କୁ ସହାୟତା

ଖୋର୍ଦ୍ଧା ବନ୍ୟାଞ୍ଚଳରେ ବନ୍ୟା ପ୍ରିପିଡ଼ିତଙ୍କୁ ସହାୟତା

43

ଭୁବନେଶ୍ୱର/ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ବ୍ଳକ୍ ଅନ୍ତର୍ଗତ ଓରବରସିଂହ ଗ୍ରାମ ପଞ୍ଚାୟତର କୃଷ୍ଣପୁର, ଡିହଖୋଳା, ହିରିମୂଳ, ମସାଣିଆ, ଲେଖନପୁର, ରାୟପୁର, ଓରବରସିଂହ ଆଦି ଅଞ୍ଚଳର ଲୋକେ ବନ୍ୟା ଘେରରେ ରହିଛନ୍ତି। ଏହି ସବୁ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲଚନା ଦାସ, ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର, ବିଜୁ ଯୁବ ଜନତା ଦଳ ମହାସଚିବ ଏଲିନା ଦାସ ଏବଂ ଜ୍ୟୋଷ୍ଣାରାଣୀ ପରିଡ଼ା ପ୍ରମୂଖ ଲୋକଙ୍କ ସୁଖଦୁଃଖ ବୁଝିବା ଶହ ରିଲିଫ୍ ପହଞ୍ଚାଇଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.