Home Top News ଜଘନ୍ୟ କାଣ୍ଡ: ଷଣ୍ଢ ଦେହରେ ଲଗେଇଦେଲେ ନିଆଁ; ଦେଖନ୍ତୁ ଭିଡିଓ ..

ଜଘନ୍ୟ କାଣ୍ଡ: ଷଣ୍ଢ ଦେହରେ ଲଗେଇଦେଲେ ନିଆଁ; ଦେଖନ୍ତୁ ଭିଡିଓ ..

125

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ସୁଗୋ ପଞ୍ଚାୟତ ଅଞ୍ଚଳରେ କିଛି ଦୁର୍ବୁତ୍ତଙ୍କ ଦ୍ୱାରା ଏକ ଜଘନ୍ୟ କାଣ୍ଡ ରଚାଯାଇଛି। କିଛି ଦୁର୍ବୁତ୍ତ ଏକ ଷଣ୍ଢ ଦେହରେ ଅତି ଅମାନୁଷିକ ଭାବରେ ନିଆଁ ଲଗାଇ ଦେଇଛନ୍ତି। ବିଜେପି ନେତ୍ରୀ ହରପ୍ରିୟା ସାହୁ ଏହି ଭିଡିଓଟିକୁ ସେୟାର୍ କରିବା ସହ ଦୁର୍ବୁତ୍ତ ମାନଙ୍କ ବିରୋଧରେ ତ୍ୱରିତ ତଥା ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ପୋଲିସ୍ ମହାନିର୍ଦ୍ଦେଶକ, ଭଦ୍ରକ ଜିଲ୍ଲାପାଳ ଏବଂ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କୁ ଟ୍ୟାଗ୍ କରିଛନ୍ତି।
ଦେଖନ୍ତୁ ଭିଡିଓ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.