ନୂଆ ଦିଲ୍ଲୀ ୨୪-୮ (ଓଡ଼ିଆ ପୁଅ) ହରିଆଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏହି ସୂଚନା ସେ ନିଜେ ଟୁଇଟ୍ କରି ଦେଇଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ନୋଭେଲ୍ କରୋନା ଭାଇରସ୍ ଟେଷ୍ଟରେ ମୋର ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି।
I was tested for Novel Corona Virus today. My test report has returned positive.
— Manohar Lal (मोदी का परिवार) (@mlkhattar) August 24, 2020
I appeal to all colleagues and associates who came in my contact over the last week to get themselves tested. I request my close contacts to move into strict quarantine immediately.