Home ଓଡ଼ିଶା ଗଛରେ ପିଟିଲା କାର୍, ସରପଂଚଙ୍କ ସ୍ୱାମୀ ମୃତ

ଗଛରେ ପିଟିଲା କାର୍, ସରପଂଚଙ୍କ ସ୍ୱାମୀ ମୃତ

103

ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଣ୍ଡପଡ଼ା ଥାନା ରାଜକିଆରୀଠାରେ ଏକ କାର ଦୁର୍ଘଟଣାରେ ଜଣେ ପୂର୍ବତନ ସରପଂଚ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନରସିଂହପୁର ଜୟମଙ୍ଗଳର ପୂର୍ବତନ ସରପଂଚ ତଥା ବର୍ତ୍ତମାନ  ସରପଂଚ ସ୍ୱାମୀ ଧରଣୀଧର ପଣ୍ଡା। ଗତକାଲି ବିଳମ୍ବିତ ରାତିରେ ଏକ କାରରେ ନିଜ ସାଙ୍ଗମାନଙ୍କୁ ରାଜକିଆରୀରେ ଛାଡ଼ି ନିଜ ଗାଁକୁ ଫେରୁଥିବାବେଳେ କାର୍ ଟି ଗଛ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଧରଣୀଧରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.