Home ଓଡ଼ିଶା ଭାରତର ପୂର୍ବତନ ଫୁଟବଲ ଅଧିନାୟକ କାର୍ଲଟନ୍ ଚାପମ୍ୟାନ୍ ଙ୍କ ହୃଦଘାତରେ ନିଧନ

ଭାରତର ପୂର୍ବତନ ଫୁଟବଲ ଅଧିନାୟକ କାର୍ଲଟନ୍ ଚାପମ୍ୟାନ୍ ଙ୍କ ହୃଦଘାତରେ ନିଧନ

121

ନୂଆଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) : ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ ଚାପମ୍ୟାନଙ୍କ ସୋମବାର ଦିନ ବାଙ୍ଗାଲୋରରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା।

ଚାପମ୍ୟାନ ରବିବାର ରାତିରେ ବେଙ୍ଗାଲୁରୁରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ସୋମବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ମିଡଫିଲ୍ଡର ଚାପମାନ ୧୯୯୫ ରୁ ୨୦୦୧ ପର୍ଯ୍ୟନ୍ତ ଭାରତ ପାଇଁ ଖେଳିଥିଲେ। ତାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୧୯୯୭ ରେ ସୈଫ କପ୍ ଜିତିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.