ନୂଆ ଦିଲ୍ଲୀ ୧୮-୮ (ଓଡ଼ିଆ ପୁଅ) ଭାରତ ଏବଂ ମିଆଁମାର ସୀମାରେ ରେକ୍ଟର ସ୍କେଲରେ ୪.୭ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି କ୍ଷତିର ଖବର ନାହିଁ। ପୂର୍ବାହ୍ନ ୧୧ଟା ୫୮ ମିନିଟ ସମୟରେ ଏହା ଅନୁଭୂତ ହୋଇଥିଲା।
IMD: Earthquake of magnitude 4.7 occurred at 1158 hours today in India-Myanmar border region.
— ANI (@ANI) August 18, 2019