Home ଓଡ଼ିଶା ମଣିପୁରରେ ତୀବ୍ର ଭୂମିକମ୍ପ ଅନୁଭୂତ ଓଡ଼ିଶାଜାତୀୟ ମଣିପୁରରେ ତୀବ୍ର ଭୂମିକମ୍ପ ଅନୁଭୂତ By Bureau - February 1, 2021 26 Total0 0 0 0 0ନୂଆ ଦିଲ୍ଲୀ ୧-୨ (ଓଡ଼ିଆ ପୁଅ) ରବିବାର ବିଳମ୍ବିତ ରାତିରେ ମଣିପୁରର ଉକ୍ରୁଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦। ଏଥିରେ କୌଣସି ଧନଜୀବନ ନଷ୍ଟ ହୋଇନାହିଁ। Tweet Total0 0 0 0 0