Home Top News ଜାମ୍ମୁ କାଶ୍ମୀରରେ ଭୂକମ୍ପନ ଅନୁଭୂତ

ଜାମ୍ମୁ କାଶ୍ମୀରରେ ଭୂକମ୍ପନ ଅନୁଭୂତ

60

ନୂଆ ଦିଲ୍ଲୀ ୧୧-୧ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରରେ ୫.୧ ରିକ୍ଟର ସ୍କେଲର ଭୂକମ୍ପନ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳକୁ କିଶ୍ୱାର ବୋଲି କୁହାଯାଉଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.