Home Top News ଜିଲ୍ଲା ଯୋଜନା ବୋର୍ଡ ପୁନର୍ଗଠିତ: ଜାଣନ୍ତୁ କିଏ କେଉଁ ଜିଲ୍ଲା ଅଧ୍ୟକ୍ଷ ..

ଜିଲ୍ଲା ଯୋଜନା ବୋର୍ଡ ପୁନର୍ଗଠିତ: ଜାଣନ୍ତୁ କିଏ କେଉଁ ଜିଲ୍ଲା ଅଧ୍ୟକ୍ଷ ..

71

ଭୁବନେଶ୍ୱର: ଜିଲ୍ଲା ଯୋଜନା ବୋର୍ଡର ପୁନର୍ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩୦ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନୁଗୋଳ – ମନ୍ତ୍ରୀ ଅଶୋକ ପଣ୍ଡା
ବଲାଙ୍ଗୀର – ମନ୍ତ୍ରୀ ରୋହିତ ପୂଜାରୀ
ବାଲେଶ୍ଵର – ବିଧାୟକ ଅନନ୍ତ ଦାସ
ଭଦ୍ରକ – ବିଧାୟକ ବ୍ୟୋମକେଶ ରାୟ
ବରଗଡ଼ – ବିଧାୟକ ଦେବେଶ ଆଚାର୍ଯ୍ୟ
ବୌଦ୍ଧ – ବିଧାୟକ ମହେନ୍ଦ୍ର ରଣା
କଟକ – ପ୍ରମୋଦ କୁମାର ମଲ୍ଲିକ
ଦେଓଗଡ଼ – ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଢେଙ୍କାନାଳ – ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ
ଗଜପତି – ମନ୍ତ୍ରୀ ଜଗନ୍ନାଥ ସାରକା
ଗଞ୍ଜାମ – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ଜଗତସିଂହପୁର – ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଯାଜପୁର – ମନ୍ତ୍ରୀ ସମୀର ଦାସ
ଝାରସୁଗୁଡା – ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ
କଳାହାଣ୍ଡି – ମନ୍ତ୍ରୀ ନବ କିଶୋର ଦାସ
କନ୍ଧମାଳ – ମନ୍ତ୍ରୀ ଶ୍ରୀକାନ୍ତ ସାହୁ
କେନ୍ଦ୍ରାପଡା – ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
କେନ୍ଦୁଝର – ବିଧାୟକ ଜଗନ୍ନାଥ ନାୟକ
ଖୋର୍ଦ୍ଧା – ବିଧାୟକ ରାଜେନ୍ଦ୍ର ସାହୁ
କୋରାପୁଟ – ବିଧାୟକ ରଘୁରାମ ପଡ଼ାଲ
ମାଲକାନଗିରି – ମନ୍ତ୍ରୀ ତୁଷାର କାନ୍ତି ବେହେରା
ମୟୂରଭଞ୍ଜ – ମନ୍ତ୍ରୀ ଅଶ୍ୱିନୀ ପାତ୍ର
ନବରଙ୍ଗପୁର – ବିଧାୟକ ମନୋହର ରନ୍ଧାରୀ
ନୟାଗଡ଼ – ବିଧାୟକ ସତ୍ୟ ନାରାୟଣ ପ୍ରଧାନ
ନୂଆପଡା – ମନ୍ତ୍ରୀ ଟୁକୁନି ସାହୁ
ପୁରୀ – ମନ୍ତ୍ରୀ ନିରଞ୍ଜନ ପୂଜାରୀ
ରାୟଗଡା – ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ
ସମ୍ବଲପୁର – ମନ୍ତ୍ରୀ ପ୍ରତାପ କେଶରୀ ଦେବ
ସୁବର୍ଣ୍ଣପୁର – ମନ୍ତ୍ରୀ ପ୍ରଦୀପ କୁମାର ଅମାତ
ସୁନ୍ଦରଗଡ଼ – ବିଧାୟକ ସାରଦା ନାୟକ
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.