ଭୁବନେଶ୍ୱର ୩୦-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୪ ମୁଣ୍ଡ – ମୋଟ ମୃତ୍ୟୁ ୮୪୨ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ମୃତ
ବାଲେଶ୍ୱର ଜିଲ୍ଲାରୁ ମୋଟ ୨୮ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
ଭଦ୍ରକ ଜିଲ୍ଲାରୁ ମୋଟ ୧୩ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
କଟକ ଜିଲ୍ଲାରୁ ମୋଟ ୭୦ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
ଗଞ୍ଜାମ ଜିଲ୍ଲାରୁ ମୋଟ ୨୨୦ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
କଳାହାଣ୍ଡି ଜିଲ୍ଲାରୁ ମୋଟ ୯ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
କନ୍ଧମାଳ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ [ଆଜି ଜଣେ]
ଖୋର୍ଦ୍ଦା ଜିଲ୍ଲାରୁ ମୋଟ ୧୩୪ ମୃତ୍ୟୁ ହୋଇଥିବା ବେଳେ [ଆଜି ୩ ଜଣ]
ନୟାଗଡ଼ ଜିଲ୍ଲାରୁ ମୋଟ ୨୩ ମୃତ୍ୟୁ ହୋଇଥିବା ବେଳେ [ଆଜି ୩ ଜଣ]
ପୁରୀ ଜିଲ୍ଲାରୁ ମୋଟ ୫୬ ମୃତ୍ୟୁ ହୋଇଥିବା ବେଳେ [ଆଜି ୨ ଜଣ]
ମୃତକଙ୍କ ବିଷୟରେ
୧- ବାଲେଶ୍ୱର ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୨- ଭଦ୍ରକ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୩- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।
୪- ଭୁବନେଶ୍ୱରର ୫୬ ବର୍ଷ ବୟସ୍କା ମହିଳା।
୫- କଟକ ଜିଲ୍ଲାର ଜଣେ ୭୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୬- ଗଞ୍ଜାମ ଜିଲ୍ଲାର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।
୭- କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।
୮- କନ୍ଧମାଳ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ।
୯- ଖୋର୍ଧା ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୦- ନୟାଗଡ଼ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୧- ନୟାଗଡ଼ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।
୧୨- ନୟାଗଡ଼ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୩- ପୁରୀ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪- ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।