Odiapua.com

ଜେଟଲୀଙ୍କ ନାମରେ ନାମିତ ହେବ ଫିରୋଜ ଶାହା କୋଟଲା ଷ୍ଟାଡିୟମ

ନୂଆଦିଲ୍ଲୀ: ବଦଳିଯିବ ଦିଲ୍ଲୀ ସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାମ।ଭୂତପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନାମରେ ନାମିତ ହେବ ଏହି ଷ୍ଟାଡିୟମ।ଡିଡିସିଏ (ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ) ଅଧ୍ୟକ୍ଷ ରଜତ ଶର୍ମା ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ପୂର୍ବରୁ ଅରୁଣ ଜେଟଲୀ ଡିଡିସିଏର ଅଧ୍ୟକ୍ଷ ଥିଲେ।ତେଣୁ ଜେଟଲୀଙ୍କ ସମ୍ନାନାର୍ଥେ ଷ୍ଟାଡିୟମ ତାଙ୍କ ନାମରେ ନାମିତ କରାଯିବ।ସେପ୍ଟେମ୍ବର ୧୨ ତାରିଖରୁ ଏହା କାର୍ଯ୍ୟକାରୀ ହେବ।ଏହାସହ ପୂର୍ବ ଘୋଷଣା ଅନୁଯାୟୀ ଷ୍ଟାଡିୟମର ଗୋଟେ ଷ୍ଟାଣ୍ଡର ନାମ କ୍ୟାପଟେନ ବିରାଟ କୋହଲୀଙ୍କ ନାମରେ ନାମିତ କରାଯିବ।//ଦେବଦତ୍ତ ରଥ

ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?

ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!