ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତ ସମୟରେ ୟୁଏଇ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ଜାୟଦ ଅଲ ନାହୟାନଙ୍କ ଦ୍ଵାରା ୟୁଏଇର ସର୍ବୋଚ୍ଚ ନାଗରୀକ ସମ୍ମାନ “ଅର୍ଡ଼ର୍ ଅଫ ଜାୟଦ” ଦ୍ୱାରା ମୋଦୀଙ୍କୁ ସମ୍ମାନିତ କରାଯାଇଛି।ମୋଦୀଙ୍କୁ ମୁସଲିମ ବିରୋଧୀ କୁହାଯାଉଥିବା ସମୟରେ ଏକ ମୁସଲିମ ଦେଶ ତାଙ୍କୁ ସର୍ବୋଚ୍ଚ ନାଗରୀକ ଉପାଧିରେ ସମ୍ମାନୀତ କରିଛି।ପୂର୍ବରୁ ଆଉ କିଛି ମୁସଲିମ ଦେଶ ମଧ୍ୟ ମୋଦୀଙ୍କୁ ସମ୍ମାନିତ କରି ସାରିଛନ୍ତି।ଏହା ସବୁ ପାକିସ୍ଥାନକୁ ଅଧିକ ବାଧୁଛି।ଏବେ, ଏଣେ … Continue reading ମୋଦୀଙ୍କୁ ସର୍ବୋଚ୍ଚ ନାଗରୀକ; ଇମ୍ରାନଙ୍କୁ ଶ୍ରେଷ୍ଠ ଡ୍ରାଇଭର ସମ୍ମାନ!