ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?

ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ‘ଗୁଗୁଲ୍‌’ରେ ଭିକାରୀ ଶବ୍ଦ ସର୍ଚ୍ଚ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଫଟୋ ସାମ୍ନାକୁ ଆସୁଛି।ଯେଉଁଥିରେ ଇମ୍ରାନ୍ ହାତରେ ଏକ ପାତ୍ର ଧରି ଭିକାରି ଭଳି ବସିଥିବା ଦେଖାଯାଉଛି।ପାକିସ୍ଥାନ ଏ’ ନେଇ ‘ଗୁଗୁଲ୍‌’ ସିଇଓ ସୁନ୍ଦର ପିଚାଇଙ୍କୁ ସମନ୍‌ ପଠାଇବାକୁ ପ୍ରସ୍ତୁତି ଚଳାଇଛି।ସୁନ୍ଦର ପିଚାଇ ମୂଳ ଭାରତୀୟ ହୋଇଥିବାରୁ ଜାଣିଶୁଣି ସେ ଏପରି କରିଥିବା ପାକିସ୍ଥାନ କହୁଛି।ବର୍ତ୍ତମାନ ପାକିସ୍ତାନ ଭୀଷଣ ଆର୍ଥିକ ସଂକଟ ଦେଇ ଗତି କରୁଛି। ଦେଶ ଚଳାଇବା ନିମନ୍ତେ … Continue reading ଭିକାରୀ ନାଁ ଉବେର ଡ୍ରାଇଭର ଇମ୍ରାନ୍ ଖାନ୍ ?