Home ଓଡ଼ିଶା ଆଗକୁ ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ସମୟ ସୀମା

ଆଗକୁ ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବାର ସମୟ ସୀମା

120

ନୂଆ ଦିଲ୍ଲୀ ୨୩-୭ (ଓଡ଼ିଆ ପୁଅ) ଆଗକୁ ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଫାଇଲ କରିବାର ସମୟ ସୀମା। ସାଧାରଣତଃ ୩୧ ଜୁଲାଇ କିମ୍ବା ତା’ ପୂର୍ବରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରିବାକୁ ପଡ଼ିଥାଏ। ବ୍ୟକ୍ତି ବିଶେଷ, ଚାକିରି କରୁଥିବା ବ୍ୟକ୍ତି ଏବଂ ଅନ୍ୟାନ ଯେଉଁମାନଙ୍କର ଆକାଉଣ୍ଟ ଅଡ଼ିଟ କରିବା ବାଧ୍ୟତାମୂଳକ ନୁହେଁ ସେମାନଙ୍କୁ ୩୧ ଜୁଲାଇ ମଧ୍ୟରେ ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ପଡ଼ିଥାଏ। କିନ୍ତୁ ଚଳିତ ବର୍ଷ ୨୦୧୮-୧୯ ଆର୍ଥିକ ବର୍ଷର ଆୟ କର ରିଟର୍ଣ୍ଣ ଫାଇଲ କରିବା ପାଇଁ ଶେଷ ତାରିଖକୁ ଆସନ୍ତା ମାସ ଅର୍ଥାତ୍ ୩୧ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.