Home Coronavirus Outbreak ଦେଶରେ ଦୈନିକ ବଢ଼ୁଛି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୦୯ ନୂଆ...

ଦେଶରେ ଦୈନିକ ବଢ଼ୁଛି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୦ ମୃତ

45

ନୂଆ ଦିଲ୍ଲୀ ୩୦-୮ (ଓଡ଼ିଆ ପୁଅ) ଦେଶରେ ଦୈନିକ ବଢ଼ୁଛି ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୩,୭୬,୩୨୪ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୧୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୧୯,୨୩,୪୦୫ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୬୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୭.୫୧% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୩୭,୯୩୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୭୭୬୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୩୮,୨୧୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୧୫%

ଆରୋଗ୍ୟ ହୋଇଛନ୍ତି ୯୭.୫୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୪%

ଟିକାକରଣ

ଦେଶରେ ମୋଟ ଟିକାକରଣ ୬୩, ୪୩, ୮୧, ୩୫୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୧, ୧୪, ୬୯୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୫୨, ୦୧, ୪୬, ୫୨୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୪, ୧୯, ୯୯୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୪୩୦ ୧୨୯
ଆନ୍ଧ୍ରପ୍ରଦେଶ ୧୫୧୭୯ ୧୯୮୩୧୧୯ ୧୨୧୩ ୧୩୮୨୫ ୧୮
ଅରୁଣାଚଳ ପ୍ରଦେଶ ୯୬୬ ୫୧୬୪୪ ୧୩୬ ୨୬୦
ଆସାମ ୭୦୪୯ ୫୭୫୬୨୯ ୬୭୪ ୫୬୪୦
ବିହାର ୧୧୩ ୭୧୫୯୨୮ ୧୦ ୯୬୫୩
ଚଣ୍ଡିଗଡ଼ ୩୮ ୬୪୨୪୨ ୮୧୩
ଛତିଶଗଡ ୪୮୦ ୯୯୦୩୬୩ ୪୯ ୧୩୫୫୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୫୩
ଦିଲ୍ଲୀ ୩୯୨ ୧୪୧୨୨୪୪ ୩୨ ୨୫୦୮୦
୧୦ ଗୋଆ ୯୪୫ ୧୬୯୬୫୧ ୭୯ ୩୧୯୫
୧୧ ଗୁଜୁରାଟ ୧୫୧ ୮୧୫୧୬୬ ୧୨ ୧୦୦୮୧
୧୨ ହରିୟାଣା ୬୪୬ ୭୬୦୧୩୬ ୨୧ ୯୬୭୪
୧୩ ହିମାଚଳ ପ୍ରଦେଶ ୧୭୫୦ ୨୦୭୯୦୩ ୧୮୬ ୩୫୯୨
୧୪ ଜାମ୍ମୁ କାଶ୍ମୀର ୧୨୭୬ ୩୧୯୪୬୫ ୧୦୩ ୪୪୦୭
୧୫ ଝାଡଖଣ୍ଡ ୧୪୪ ୩୪୨୫୬୬ ୧୧ ୫୧୩୨
୧୬ କର୍ଣ୍ଣାଟକ ୧୮୭୮୪ ୨୮୯୧୧୯୩ ୧୩୮୪ ୩୭୨୭୮ ୧୭
୧୭ କେରଳ ୨୧୩୧୧୩ ୩୭୭୩୭୫୪ ୨୨୦୮୮ ୨୦୫୪୧ ୭୫
୧୮ ଲଦାଖ ୭୧ ୨୦୨୭୩ ୨୦୭
୧୯ ଲକ୍ଷଦୀପ ୩୦ ୧୦୨୫୭ ୫୧
୨୦ ମଧ୍ୟପ୍ରଦେଶ ୮୦ ୭୮୧୫୫୯ ୧୧ ୧୦୫୧୬
୨୧ ମହାରାଷ୍ଟ୍ର ୫୬୩୬୬ ୬୨୬୩୪୧୬ ୩୫୧୦ ୧୩୭୧୫୭ ୧୩୧
୨୨ ମଣିପୁର ୩୩୮୮ ୧୦୮୧୬୧ ୪୧୯ ୧୭୭୯
୨୩ ମେଘାଳୟ ୨୬୩୬ ୭୧୬୫୯ ୩୩୨ ୧୩୦୬
୨୪ ମିଜୋରାମ ୮୫୧୦ ୪୯୨୩୯ ୨୭୧ ୨୧୩
୨୫ ନାଗାଲାଣ୍ଡ ୮୦୬ ୨୮୫୪୯ ୭୧ ୬୧୭
୨୬ ଓଡ଼ିଶା ୭୦୩୯ ୯୯୧୬୩୦ ୮୩୪ ୭୮୩୪ ୬୯
୨୭ ପୁଡୁଚେରୀ ୬୯୨ ୧୨୦୮୯୦ ୧୦୦ ୧୮୧୨
୨୮ ପଞ୍ଜାବ ୩୯୨ ୫୮୩୭୯୦ ୪୭ ୧୬୩୬୯
୨୯ ରାଜସ୍ଥାନ ୧୨୩ ୯୪୫୦୦୯ ୮୯୫୪
୩୦ ସିକ୍କିମ୍ ୧୨୨୨ ୨୮୨୧୮ ୧୯୧ ୩୬୯
୩୧ ତାମିଲନାଡୁ ୧୭୩୨୨ ୨୫୫୯୬୩୭ ୧୭୫୩ ୩୪୮୭୮ ୨୨
୩୨ ତେଲେଙ୍ଗାନା ୫୯୧୨ ୬୪୭୫୯୪ ୪୦୯ ୩୮୭୦
୩୩ ତ୍ରିପୁରା ୧୦୨୮ ୮୧୦୨୩ ୭୩ ୭୯୮
୩୪ ଉତ୍ତରାଖଣ୍ଡ ୩୩୫ ୩୩୫୧୯୫ ୭୩୮୦
୩୫ ଉତ୍ତରପ୍ରଦେଶ ୨୬୫ ୧୬୮୬୧୬୫ ୩୭ ୨୨୮୧୮ ୧୧
୩୬ ପଶ୍ଚିମବଙ୍ଗ ୯୦୭୦ ୧୫୨୦୦୫୫ ୬୮୩ ୧୮୪୨୩
ମୋଟ ୩୭୬୩୨୪ ୩୧୯୨୩୪୦୫ ୩୪୭୬୩ ୪୩୮୨୧୦ ୩୮୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.